କୋର୍ଟଙ୍କ ପ୍ରଶ୍ନ:ପରକୀୟା ପ୍ରୀତି ପାଇଁ ଟିଭି ଧାରାବାହିକ ଦାୟୀ କି ?

ଚେନ୍ନାଇ: ପରକୀୟା ପ୍ରୀତି ପଛର କାରଣ ଟିଭି ଧାରାବାହିକ ବା ‘ମେଗା ଟିଭି ସିରିଆଲ୍’ ଦାୟୀ କି ନା ଜାଣିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମାଡ୍ରାସ ହାଇକୋର୍ଟ। ଇଣ୍ଟରନେଟ୍‌ ଏବଂ ନୂତନ ପରମ୍ପରା ପରକୀୟା ପ୍ରୀତିକୁ ଉସୁକାଉଛି କି ନା, ସେ ସମ୍ପର୍କରେ କୋର୍ଟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପରକୀୟା ପ୍ରୀତିକୁ ନେଇ ମାମଲା ସଂଖ୍ୟା ବଢ଼ିବାରେ ଲାଗିଥିବାରୁ, ଏପରି ବାରମ୍ବାର ଘଟିବା ପଛରେ କ’ଣ କାରଣ ଅଛି […]

parakiya

parakiya

Subrat Kumar Nayak
  • Published: Thursday, 07 March 2019
  • Updated: 07 March 2019, 09:25 PM IST

Sports

Latest News

ଚେନ୍ନାଇ: ପରକୀୟା ପ୍ରୀତି ପଛର କାରଣ ଟିଭି ଧାରାବାହିକ ବା ‘ମେଗା ଟିଭି ସିରିଆଲ୍’ ଦାୟୀ କି ନା ଜାଣିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମାଡ୍ରାସ ହାଇକୋର୍ଟ। ଇଣ୍ଟରନେଟ୍‌ ଏବଂ ନୂତନ ପରମ୍ପରା ପରକୀୟା ପ୍ରୀତିକୁ ଉସୁକାଉଛି କି ନା, ସେ ସମ୍ପର୍କରେ କୋର୍ଟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ପରକୀୟା ପ୍ରୀତିକୁ ନେଇ ମାମଲା ସଂଖ୍ୟା ବଢ଼ିବାରେ ଲାଗିଥିବାରୁ, ଏପରି ବାରମ୍ବାର ଘଟିବା ପଛରେ କ’ଣ କାରଣ ଅଛି ଜାଣିବା ପାଇଁ କୋର୍ଟ ୨୦ଟି ପ୍ରଶ୍ନର ତାଲିକା ଦେବା ସହିତ ସିଧାସଳଖ ପ୍ରଶ୍ନ କରିଛନ୍ତି, ‘ମେଗା ଟିଭି ସିରିଆଲ’ର ପ୍ରଭାବରେ ଲୋକେ ପରକୀୟା ପ୍ରୀତି ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି କି?

କୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି, “ଲୁଚାଛପାରେ ପ୍ରେମ ସମ୍ପର୍କ ରଖିଆସିଥିବା ଲୋକଙ୍କୁ ହତ୍ୟା ଏବଂ ଅପହରଣ ଭଳି କାଣ୍ଡ ଘଟାଇବା ପାଇଁ ଟିଭି ସିରିଆଲରୁ ଉଦାହରଣ ମିଳୁଛି କି ?” ମଦ୍ୟପାନ ଏବଂ ମାନସିକ ସମସ୍ୟା କାରଣରୁ ଏଭଳି ସମ୍ପର୍କ ଗଢ଼ି ଉଠୁଛି ଛି କି ନା, ତା' ମଧ୍ୟ ଏହି ଅବସରରେ ପ୍ରଶ୍ନ କରାଯାଇଛି। ସେହିଭଳି ଇଣ୍ଟରନେଟ୍‌, ଆଧୁନିକ ଜୀବନଶୈଳୀ ଏବଂ ପାଶ୍ଚାତ୍ୟ ସଂସ୍କୃତିର 'ପରକୀୟା ପ୍ରୀତି' ଉପରେ ପ୍ରଭାବ ରହିଛି କି ବୋଲି ମଧ୍ୟ ପଚରାଯାଇଛି।

ଆଧୁନିକ ଜୀବନଶୈଳୀ ସମ୍ପର୍କିତ ପ୍ରଶ୍ନକୁ ସ୍ପଷ୍ଟ କରି କୋର୍ଟ ପଚାରିଛନ୍ତି, “ଆମ ସଂସ୍କୃତି ଉପରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ରହୁଛି କି? ମହିଳା ଅଧିକ ‘ପବ୍ଲିକ୍‌ ଏକ୍ସପୋଜର’ ପାଇ କାର୍ଯ୍ୟସ୍ଥଳୀ ଏବଂ ବୃତ୍ତିଗତ ସ୍ଥାନରେ ପର ପୁରୁଷଙ୍କ ସହିତ ଅଧିକ ମିଳାମିଶା କରିବା ଏହା ପଛର କାରଣ କି ?”

ଏସବୁ ପ୍ରଶ୍ନ ବ୍ୟତୀତ ଗତ ୧୦ ବର୍ଷରେ ପରକୀୟା ପ୍ରୀତି କାରଣରୁ ହୋଇଥିବା ମୃତ୍ୟୁର ହିସାବ ଦେବାକୁ ମଧ୍ୟ କୋର୍ଟ କର୍ତ୍ତପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story