ମହାଭାରତ ଯୁଦ୍ଧକୁ କରୋନା ସହ ଯୋଡ଼ିଲେ ମୋଦି

ନୂଆଦିଲ୍ଲୀ: ମହାମାରୀ ଭାରତରେ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ ହୋଇଛି। ଏହି ଯୁଦ୍ଧରେ ବିଜୟ ପାଇଁ ଭାରତ ସରକାର ୨୧ ଦିନର ସମୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ଆଜି ଏହି କରୋନା ବିରୋଧୀ ଲଢ଼େଇକୁ ମୋଦି ମହାଭାରତ ଯୁଦ୍ଧ ସହ ଯୋଡ଼ି ଲୋକଙ୍କୁ ବୁଝାଇଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀର ଲୋକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଆଲୋଚନା କରିଥିଲେ। ଏହି […]

df

df

Hemant Lenka
  • Published: Wednesday, 25 March 2020
  • Updated: 25 March 2020, 08:05 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ ଭାରତରେ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ ହୋଇଛି। ଏହି ଯୁଦ୍ଧରେ ବିଜୟ ପାଇଁ ଭାରତ ସରକାର ୨୧ ଦିନର ସମୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି।

ଆଜି ଏହି କରୋନା ବିରୋଧୀ ଲଢ଼େଇକୁ ମୋଦି ମହାଭାରତ ଯୁଦ୍ଧ ସହ ଯୋଡ଼ି ଲୋକଙ୍କୁ ବୁଝାଇଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀର ଲୋକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି, “ମହାଭାରତ ଯୁଦ୍ଧରେ ବିଜୟ ହେବା ପାଇଁ ୧୮ ଦିନର ସମୟ ଲାଗିଥିଲା। ଏବେ କରୋନା ଭାଇରସ ବିରୋଧୀ ଯୁଦ୍ଧ ପାଇଁ ୨୧ ଦିନର ସମୟ ଧାର୍ଯ୍ୟ କରାଯାଇଛି।

କରୋନା ବିରୋଧରେ ସମଗ୍ର ଦେଶ ଲଢ଼େଇ କରୁଛି। ଏହି ଲଢ଼େଇ ୨୧ ଦିନ ଯାଏ ଜାରି ରହିବ। ଆମର ଲକ୍ଷ୍ୟ ଏହି କରୋନା ବିରୋଧୀ ଯୁଦ୍ଧକୁ ୨୧ ଦିନରେ ଜିତିବା।

ଆଜି ନବରାତ୍ରୀର ପ୍ରଥମ ଦିନ। ଆପଣମାନେ ସମସ୍ତେ ପ୍ରାର୍ଥନା ଓ ପୂଜାର୍ଚ୍ଚନାରେ ବ୍ୟସ୍ତ ରହିଥିବେ। ତଥାପି ଆପଣମାନେ ସମୟ ବାହାର କରି ମୋ ସହ କଥା ହୋଇଛନ୍ତି। ମୁଁ ଆପଣ ସମସ୍ତଙ୍କ ପାଖରେ କୃତଜ୍ଞ।”

ମୋଦି ଆହୁରି କହିଛନ୍ତି ଯେ ଭାରତ ସରକାର କରୋନା ଭାଇରସ ସମ୍ପର୍କରେ ନିର୍ଭୁଲ ଓ ଠିକ୍‌ ତଥ୍ୟ ଦେବା ପାଇଁ ହ୍ୱାଟସ ଆପ ସହ ମିଶି ଏକ ହେଲ୍ପ ଡେକ୍ସ ଖୋଲିଛନ୍ତି। ଲୋକମାନେ ହ୍ୱାଟସଆପ ନଂ-୯୦୧୩୧୫୧୫୧୫ ଜରିଆରେ ଇଂରାଜୀ କିମ୍ବା ହିନ୍ଦୀରେ ନମସ୍ତେ ଲେଖିଲେ, ତୁନ୍ତ ଏହାର ଜବାବ ମିଳିବ। ଏଥିସହ ସେ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବା ପାଇଁ ପୁଣିଥରେ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story