୧୪୪-୧୨୬ରେ ଛିଣ୍ଡିଲା ବିଜେପି-ଶିବସେନା ମହାରାଷ୍ଟ୍ର ଅଙ୍କ

ମୁମ୍ବାଇ: ଭାରତୀୟ ରାଜନୀତିରେ ସବୁଠାରୁ ଅଧିକ କ୍ଷମତାଶାଳୀ ସହଯୋଗୀ ଦଳ କୁହାଯାଉଥିବା ବିଜେପି ଏବଂ ଶିବସେନା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ପାଇଁ ଆସନ ଭାଗବଣ୍ଟା ସରିଛି। ୨୦୧୯ ବିଧାନସଭା ନିର୍ବାଚନରେ ୧୨୬ଟି ଆସନରେ ଲଢ଼ିବା ପାଇଁ ବିଜେପିର ପ୍ରସ୍ତାବକୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ ଗ୍ରହଣ କରିଥିବା ଜଣାପଡ଼ିଛି। ଫଳରେ ବିଜେପି ୧୪୪ଟି ଆସନରେ ଲଢ଼ିବା ଚୂଡ଼ାନ୍ତ ହୋଇଛି। ଅନ୍ୟପକ୍ଷରେ ବଳକା ୧୮ଟି ଆସନ ମେଣ୍ଟର ଅନ୍ୟ ଛୋଟ ଛୋଟ ଦଳଙ୍କୁ ଛଡ଼ାଯିବା ନିଶ୍ଚିତ ହୋଇଛି। ଏହି […]

sivsena

sivsena

Subrat Kumar Nayak
  • Published: Thursday, 26 September 2019
  • Updated: 26 September 2019, 09:24 PM IST

Sports

Latest News

ମୁମ୍ବାଇ: ଭାରତୀୟ ରାଜନୀତିରେ ସବୁଠାରୁ ଅଧିକ କ୍ଷମତାଶାଳୀ ସହଯୋଗୀ ଦଳ କୁହାଯାଉଥିବା ବିଜେପି ଏବଂ ଶିବସେନା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ପାଇଁ ଆସନ ଭାଗବଣ୍ଟା ସରିଛି। ୨୦୧୯ ବିଧାନସଭା ନିର୍ବାଚନରେ ୧୨୬ଟି ଆସନରେ ଲଢ଼ିବା ପାଇଁ ବିଜେପିର ପ୍ରସ୍ତାବକୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ ଗ୍ରହଣ କରିଥିବା ଜଣାପଡ଼ିଛି। ଫଳରେ ବିଜେପି ୧୪୪ଟି ଆସନରେ ଲଢ଼ିବା ଚୂଡ଼ାନ୍ତ ହୋଇଛି। ଅନ୍ୟପକ୍ଷରେ ବଳକା ୧୮ଟି ଆସନ ମେଣ୍ଟର ଅନ୍ୟ ଛୋଟ ଛୋଟ ଦଳଙ୍କୁ ଛଡ଼ାଯିବା ନିଶ୍ଚିତ ହୋଇଛି।

ଏହି ମେଣ୍ଟ କ୍ଷମତାକୁ ଆସିଲେ ବିଜେପି ମୁଖ୍ୟମନ୍ତ୍ରୀ ପଦ ରଖିବ। ଏହି ପଦରେ ଦେବେନ୍ଦ୍ର ଫଡ଼ନାଭିସ୍‌ ହିଁ ରହିବା ପ୍ରାୟ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ଶିବସେନା ଉପ ମୁଖ୍ୟମନ୍ତ୍ରୀ ପଦ ପାଇବ। ୨୦୧୪ ନିର୍ବାଚନରେ ଶିବସେନା ୨୮୨ଟି ଆସନରେ ଲଢ଼ି ୬୩ଟିରେ ଜିତିଥିଲା। ବିଜେପି ୨୬୦ଟିରେ ଲଢ଼ି ୧୨୨ଟିରେ ଜିତିଥିଲା।

ମହାରାଷ୍ଟ୍ରରେ ଆସନ୍ତା ମାସ ୨୧ରେ ନିର୍ବାଚନ ହେବ ଏବଂ ୨୪ ତାରିଖରେ ଫଳାଫଳ ବାହାରିବ। ବିଜେପି-ଶିବସେନା ବିରୋଧରେ ଏନ୍‌ସିପି-କଂଗ୍ରେସ ମେଣ୍ଟ ନିର୍ବାଚନ ଲଢ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story