ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶାହାଦା-ଔରାଙ୍ଗବାଦ ରାସ୍ତାର ଦୌଡାଇଚା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବସ୍ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍ର କ୍ୟାବିନ୍ରେ ଫସି ରହିଥିଲେ। ବସ୍ଟି ଔରାଙ୍ଗବାଦ ଯାଉଥିଲା। ବସ୍ରେ ୪୫ ଜଣ ଯାତ୍ରୀ ଥିଲେ।
ସୂଚନାଯୋଗ୍ୟ, ଗତ ମାସରେ ମହାରାଷ୍ଟ୍ରର ପୁନେ-ବେଙ୍ଗାଲୁରୁ ହାଇୱେରେ ଏକ କାର୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସ୍କୁଲ୍ ସଭାରେ ପହଞ୍ଚିବା ବିଳମ୍ବ ହେବାରୁ ୧୮ ଛାତ୍ରୀଙ୍କ କେଶ କଟିଦେଲେ ଗୁରୁମା
ଛାତ୍ରୀମାନେ ସ୍କୁଲ୍ ସଭାକୁ ବିଳମ୍ବରେ ଆସିବାରୁ ଗୁରୁମା ସେମାନଙ୍କ କେଶ କାଟି ଦେଇଥିବା ଅଭିଯୋଗ ହୋଇଛି।
National
୩ ଘଣ୍ଟା ଛିଡ଼ା ହେବାକୁ ବାଧ୍ୟ କଲେ, ଟଳି ପଡ଼ିଲେ ଡାକ୍ତରୀ ଛାତ୍ର
ଏହି ଘଟଣାରେ ପୁଲିସ ୧୫ ଜଣ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି।
Politics
ବିଜେପିରେ ଯୋଗଦେଲେ କୈଳାଶ ଗେହଲଟ, ଗତକାଲି ଆପରୁ ଇସ୍ତଫା ଦେଇଥିଲେ
ଗତକାଲି ଆପରୁ ଇସ୍ତଫା ଦେଇଥିଲେ କୈଳାଶ ଗେହଲଟ।
National
ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କାହିଁକି GRAP-୪ ଲାଗୁ କରିବାରେ ବିଳମ୍ବ କଲ?
ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାର୍ କରି ଗଲାଣି, ଯହାର ଅର୍ଥ ପ୍ରଦୂଷଣ ଭୟଙ୍କର ସ୍ଥିତିରେ ପହଞ୍ଚିଛି।
National
ଜଳୁଛି ମଣିପୁର: ବିଜେପି-କଂଗ୍ରେସ ଅଫିସ୍ରୁ ଲୁଟ୍, ଜଣେ ମୃତ
ଜିବିରାମ ଜିଲ୍ଲାର ବାବୁପୁରାରେ ସ୍ଥିତ ବିଜେପି ଓ କଂଗ୍ରେସ ଅଫିସରେ ବିକ୍ଷୋଭକାରୀମାନେ ପଶି ଭଙ୍ଗାରୁଜା କରିବା ସହ ଲୁଟ୍ କରିଥିଲେ।