ମହାରାଷ୍ଟ୍ରରେ ମୁସଲିମ୍‌ଙ୍କୁ ଶିକ୍ଷା କ୍ଷେତ୍ରରେ ୫% ସଂରକ୍ଷଣ

ମୁମ୍ବାଇ: ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନମାନଙ୍କରେ ମୁସଲମାନମାନଙ୍କ ପାଇଁ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ ବୋଲି ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନବାବ ମଲିକ୍ ଆଜି ସୂଚନା ଦେଇଛନ୍ତି। ଏନ୍‌ସିପି ସଦସ୍ୟ ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ମଲିକ୍ କହିଛନ୍ତି, ସେମାନେ ଚାକିରିରେ […]

education

education

Subrat Kumar Nayak
  • Published: Friday, 28 February 2020
  • Updated: 28 February 2020, 03:47 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନମାନଙ୍କରେ ମୁସଲମାନମାନଙ୍କ ପାଇଁ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ ବୋଲି ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନବାବ ମଲିକ୍ ଆଜି ସୂଚନା ଦେଇଛନ୍ତି।

ଏନ୍‌ସିପି ସଦସ୍ୟ ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ମଲିକ୍ କହିଛନ୍ତି, ସେମାନେ ଚାକିରିରେ ମଧ୍ୟ ସଂରକ୍ଷଣ ପାଇଁ ଯୋଜନା କରୁଛନ୍ତି। ସରକାର ଏଥିପାଇଁ ଆଇନଗତ ପରାମର୍ଶ ଲୋଡ଼ୁଥିବା ସେ ସୂଚନା ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୂର୍ବର ସରକାର ସଂରକ୍ଷଣ ବ୍ୟବସ୍ଥା କରାଇନଥିଲେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବର ମେଣ୍ଟ ସରକାରରେ ବର୍ତ୍ତମାନ ଏନ୍‌ସିପିର ସହଯୋଗୀ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ମଧ୍ୟ ଏକ ଅଙ୍ଗ ଥିଲା।

ସୂଚନାଯୋଗ୍ୟ ଯେ, ସୁପ୍ରିମ୍‌କୋର୍ଟ ୫୦%ରୁ ଅଧିକ ସଂରକ୍ଷଣ ଉପରେ କଟକଣା ଲଗାଇଛନ୍ତି। ଗତବର୍ଷ ମରାଠାଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦେବାପରେ ବର୍ତ୍ତମାନ ମହାରାଷ୍ଟ୍ରରେ ୫୦%ରୁ ଅଧିକ ସଂରକ୍ଷଣ ଥିବାରୁ ଏଥିରେ ହିଁ ପୁଣି ୫% ଯୋଡ଼ିବା କାଠିକର ପାଠ ହେବ। ତେବେ ଉଦ୍ଧବଙ୍କ ସରକାର ଏହି ବିଷୟରେ ଏଯାଏ କହିନାହାନ୍ତି।

ମରାଠା ଗୋଷ୍ଠୀଙ୍କୁ ସଂରକ୍ଷଣ ଦେବା ନେଇ ହୋଇଥିବା ଆବେଦନକୁ ଗତବର୍ଷ ଜୁନ୍‌ରେ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ। କିନ୍ତୁ ଏହାର ପରିମାଣ ୧୬%ରୁ ୧୩%କୁ ଖସାଇଥିଲେ। ଫଳରେ ଏହା ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ୫୦%ରେ ସୀମିତ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story