ମୁମ୍ୱାଇ: ସୋମବାର ପାଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ହେଲେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ମହାରାଷ୍ଟ୍ର ସରକାର ବିମାନ ସେବା ଆରମ୍ଭ କରିବାକୁ ରାଜି ହୋଇ ନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ମେ’ ୩୧ରେ ଶେଷ ହେବା ପରେ ବିମାନ ସେବା ନେଇ ଚିନ୍ତା କରାଯିବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।
କେନ୍ଦ୍ର ବିମାନ ଚଳାଇବା ନେଇ ନିଷ୍ପତ୍ତି ନିଜସ୍ୱ। ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଏ ବାବଦରେ ଆଲୋଚନା କରିନଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।
ରାଜ୍ୟରେ ବିମାନ ସେବା ଆରମ୍ଭ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ସମୟ ଆବଶ୍ୟକ ରହିଛି। ସରକାର ଏକ ଗାଇଡଲାଇନ୍ ତିଆରି କରିବା ପରେ ବିମାନ ସେବା ବାବଦରେ ଚିନ୍ତା କରାଯିବ ବୋଲି ଉଦ୍ଧବ କହିଛନ୍ତି। ତେଣୁ ଆଗାମୀ ଦିନରେ ମହାରାଷ୍ଟ୍ର ସରକାର କେନ୍ଦ୍ର ସହିତ ଆଲୋଚନା କରିବା ପରେ ନିଷ୍ପତ୍ତି ନେବ ବୋଲି ଉଦ୍ଧବ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ବଦନାମ: ବିଧାନସଭାରେ ଗୃହ ବିଭାଗର ଦାୟିତ୍ୱହୀନ ଉତ୍ତରକୁ ନେଇ ଚର୍ଚ୍ଚା
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ବିଧାନସଭାରେ ଗୃହବିଭାଗ ଯେଉଁ ଲିଖିତ ଉତ୍ତର ରଖୁଛି ତାକୁ ପ୍ରସ୍ତୁତ କରୁଛି କିଏ? ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଦାୟିତ୍ୱହୀନ ଓ ଅରୁଚିକର ଲିଖିତ ଉତ୍ତର ରଖିବାକୁ ପ୍ରଶାସନିକ କଳ ସାହାସ ଜୁଟାଉଛି କେମିତି?

National
ନିଆଁ ଓ ବିଷ ଯେତେବେଳେ ହିନ୍ଦୀ ଯାତ୍ରାକୁ ତାମିଲନାଡୁରେ ଅଟକାଇଥିଲା
ହିନ୍ଦୀ ଭାଷା ବିରୋଧ କରି ୭୦ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ଜେଲ ଯାଇଥିଲେ। ଦିନକୁ ଦିନ ଆତ୍ମାହୁତି, ବିଷ ପାନ ଓ ହିଂସାତ୍ମକ ବିକ୍ଷୋଭ ରାଜ୍ୟକୁ ଦୋହଲାଇ ଦେଇଥିଲା। ସ୍ଥିତି ବିଗିଡ଼ିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରିଥିଲେ।

National
ଭାରତ ତୁଳନାରେ ଦୁବାଇରେ କେତେ ଶସ୍ତା ସୁନା? କାହିଁକି ହେଉଛି ସ୍ମଗଲିଂଗ?
ନିକଟରେ କନ୍ନଡ ଅଭିନେତ୍ରୀ ରନୟା ରାଓଙ୍କୁ ୧୪.୨ କେଜି ସୁନା ସହ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ କରାଯାଇଥିଲା।

National
କର୍ଣ୍ଣାଟକା ହରର: ଇସ୍ରାଏଲ ପର୍ଯ୍ୟଟକ ଓ ହୋମ ଷ୍ଟେ ମାଲିକଙ୍କୁ ଗଣଦୁଷ୍କର୍ମ, ଓଡ଼ିଶା ଯୁବକଙ୍କ ମୃତଦେହ ଉଦ୍ଧାର
ଅଭିଯୁକ୍ତମାନେ ସ୍ଥାନୀୟ ହ୍ରଦକୁ ଓଡ଼ିଶାର ଜଣେ ଯୁବକଙ୍କୁ ଠେଲି ଦେଇଥିଲେ। ପୁଲିସ୍ ଆଜି ଓଡ଼ିଶାର ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧା କରିଛି।

Politics
ଷ୍ଟାଲିନଙ୍କ ଡକରାରେ ଚେନ୍ନାଇ ଯିବେ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ?
ଷ୍ଟାଲିନ ବୈଠକକୁ ଏକମାତ୍ର ବିଜେପି ଶାସିତ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଡାକିଛନ୍ତି। ବାକି ସବୁ ରାଜ୍ୟରେ ଅଣ ବିଜେପି ସରକାର ରହିଛନ୍ତି। ଅବଶ୍ୟକ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦହ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଛି।