ମହାରାଷ୍ଟ୍ରରେ ଜାରି ହେଲା କର୍ଫ୍ୟୁ

ମୁମ୍ବାଇ: ପଞ୍ଜାବ ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ କର୍ଫ୍ୟୁ ଲାଗୁ କରାଯାଇଛି। ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଏଭଳି କର୍ଫ୍ୟୁ ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସମଗ୍ର ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି। ତେବେ କର୍ଫ୍ୟୁ ଜାରି ହୋଇଥିଲେ ହେଁ […]

r

r

Hemant Lenka
  • Published: Monday, 23 March 2020
  • Updated: 23 March 2020, 08:31 PM IST

Sports

Latest News

ମୁମ୍ବାଇ: ପଞ୍ଜାବ ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ କର୍ଫ୍ୟୁ ଲାଗୁ କରାଯାଇଛି। ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଏଭଳି କର୍ଫ୍ୟୁ ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି।

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସମଗ୍ର ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି। ତେବେ କର୍ଫ୍ୟୁ ଜାରି ହୋଇଥିଲେ ହେଁ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଇଁ ଉପଲବ୍ଧ ହେବ।

ଏହି କର୍ଫ୍ୟୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବଳବତ୍ତର ରହିବ। ଏ ସମ୍ପର୍କରେ ସୂଚନା ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, “ଗତକାଲି ସମଗ୍ର ଦେଶରେ ଜନତା କର୍ଫ୍ୟୁ ଲାଗୁ କରାଯାଇଥିଲା। ଆଜି ମହାରାଷ୍ଟ୍ର ସରକାର ଅନେକ ସ୍ଥାନରେ ଲକ ଡାଉନ ଘୋଷଣା କରିବା ସହ ସୀମା ସିଲ କରିଥିଲେ। ତେବେ ଲକ ଡାଉନ ବେଳେ ଅନେକ ଲୋକ ଏହାକୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳିଛି।

ସେମାନେ ନିଜ ସହ ଅନ୍ୟ ମାନଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ତେଣୁ ସରକାର ବାଧ୍ୟ ହୋଇ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ଲାଗିଥିବାରୁ ଲୋକମାନେ ଆଦୌ ଆତଙ୍କିତ ହେବାର ନାହିଁ। ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଉଥିବା ଗ୍ରୋସରୀ, ଔଷଧ ଓ କ୍ଷୀର ଦୋକାନ ଖୋଲା ରହିବ। କର୍ଫ୍ୟୁ ସମ୍ପର୍କରେ ପୁଲିସ୍‌ ପକ୍ଷରୁ ବିସ୍ତୃତ ସୂଚନା ଜାରି କରାଯିବ। ମାର୍ଚ୍ଚ ୩୧କୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ। ମନ୍ଦିର, ମସଜିଦ ଓ ଚର୍ଚ୍ଚଙ୍କୁ କାହାକୁ ବି ଯିବାକୁ ଅନୁମତି ମିଳିବ ନାହିଁ। କେବଳ ପୂଜକମାନେ ସେଠାକୁ ଯିବେ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story