ମହାରାଷ୍ଟ୍ରରେ ପୁଣି ୧୪୯୫ ପଜିଟିଭ, ୫୪ ମୃତ

ମୁମ୍ବାଇ: ଦିନକୁ ଦିନ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଗୋଟିଏ ଦିନରେ ମହାରାଷ୍ଟ୍ରରରେ ଆଉ ୧୪୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାତି ୯ଟା ବେଳେ ବିଭାଗ ପକ୍ଷରୁ ଜାରି ମିଡିଆ ବୁଲେଟିନରେ କୁହାଯାଇଛି ଯେ ରାଜ୍ୟରେ ଆଉ ୧୪୯୫ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୯୨୨ରେ ପହଞ୍ଚି […]

dt

dt

Hemant Lenka
  • Published: Wednesday, 13 May 2020
  • Updated: 13 May 2020, 09:23 PM IST

Sports

Latest News

ମୁମ୍ବାଇ: ଦିନକୁ ଦିନ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଗୋଟିଏ ଦିନରେ ମହାରାଷ୍ଟ୍ରରରେ ଆଉ ୧୪୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାତି ୯ଟା ବେଳେ ବିଭାଗ ପକ୍ଷରୁ ଜାରି ମିଡିଆ ବୁଲେଟିନରେ କୁହାଯାଇଛି ଯେ ରାଜ୍ୟରେ ଆଉ ୧୪୯୫ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୯୨୨ରେ ପହଞ୍ଚି ଯାଇଛି।

ସେହିପରି ୫୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୭୫ ଛୁଇଁଛି। ଆଜି ଗୋଟିଏ ଦିନରେ ୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

୨୫,୯୨୨ ଆକ୍ରାନ୍ତଙ୍କ ମଧ୍ୟରୁ ଏଯାଏ ୫୫୪୭ ଜଣ ସୁସ୍ଥ ହୋଇ ସାରିଲେଣି। କେବଳ ମୁମ୍ବାଇରେ ୧୫,୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ୫୯୬ ଜଣଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଗୁଜରାଟରେ ଆଜି ଆଉ ୩୬୪ଟି ନୂଆ ମାମଲା ସାମ୍ନାକୁ ଆସିବା ବେଳେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୬୮ ଓ ମୃତ୍ୟୁସଂଖ୍ୟା ୫୬୬ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୩୬୪ ଜଣଙ୍କ ମଧ୍ୟରୁ କେବଳ ଅହମଦାବାଦରେ ୨୯୨ ଜଣ ପଜିଟିଭ ରହିଛନ୍ତି। ସେହିପରି ଏଠାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏଯାଏ ଅହମଦାବାଦରେ ୬୬୫୪ ଜଣ ଆକ୍ରାନ୍ତ ସାମ୍ନାକୁ ଆସିବା ବେଳେ ୪୬୬ ଜଣଙ୍କ ଜୀବନ ଯାଇଛି।

ଉତ୍ତରାଖଣ୍ଡରେ ଆଜି ଜଣେ ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨କୁ ବୃଦ୍ଧି ପାଇଛି। ଜମ୍ମୁ-କଶ୍ମୀରରେ ୩୭, ମଧ୍ୟପ୍ରଦେଶରେ ୧୮୭ ଓ ତାମିଲନାଡୁରେ ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨୨୭ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story