ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ! କିନ୍ତୁ...

ମୁମ୍ବାଇ: ଦେଶର ଦୁଇ ପ୍ରମୁଖ ସ୍ଥାନ ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଓ ଦିଲ୍ଲୀରେ ୩୫ ହଜାର ଟପିଗଲାଣି। ମୃତ୍ୟୁସଂଖ୍ୟା ମଧ୍ୟ ଏଠାରେ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ବିଭିନ୍ନ ବିଶେଷଜ୍ଞ ମତଦେଇଛନ୍ତି। ତେବେ ଏହି ଗୋଷ୍ଠୀ ସଂକ୍ରମଣ ଖବରକୁ ମହାରାଷ୍ଟ୍ର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ […]

e

e

Hemant Lenka
  • Published: Wednesday, 10 June 2020
  • Updated: 10 June 2020, 03:57 PM IST

Sports

Latest News

ମୁମ୍ବାଇ: ଦେଶର ଦୁଇ ପ୍ରମୁଖ ସ୍ଥାନ ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଓ ଦିଲ୍ଲୀରେ ୩୫ ହଜାର ଟପିଗଲାଣି। ମୃତ୍ୟୁସଂଖ୍ୟା ମଧ୍ୟ ଏଠାରେ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ବିଭିନ୍ନ ବିଶେଷଜ୍ଞ ମତଦେଇଛନ୍ତି। ତେବେ ଏହି ଗୋଷ୍ଠୀ ସଂକ୍ରମଣ ଖବରକୁ ମହାରାଷ୍ଟ୍ର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ମହାରାଷ୍ଟ୍ରରେ ଯେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି କହିବା କଥାକୁ ମୁଁ ବିଶ୍ୱାସ କରିପାରୁନାହିଁ। କାରଣ ଗୋଷ୍ଠୀ ସଂକ୍ରମଣ ନେଇ ଆମ ପାଖରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ। ଏହା କେବଳ କିଛି ଲୋକଙ୍କ ଚିନ୍ତାଧାରା।

୨୦ରୁ ୪୦% କରୋନା ସଂକ୍ରମଣ କେଉଁଠୁ ଆସୁଛି ବୋଲି ଯଦି ଜଣାପଡ଼ିବ ନାହିଁ, ତା’ହେଲେ ଆମେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କହିପାରିବା। ଏବେ ମହାରାଷ୍ଟ୍ରରେ ସେପରି ସ୍ଥିତି ଉପୁଜି ନାହିଁ। ନୂଆ ଆକ୍ରାନ୍ତମାନେ ପୁରୁଣା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହେଉଛନ୍ତି। ତେଣୁ ଏହାକୁ ଗୋଷ୍ଠୀ ସଂକ୍ରମଣ ବୋଲି କହିପାରିବା ନାହିଁ।

ଆମେ ୩ଟି ନିୟମକୁ ପାଳନ କରୁଛୁ। ଏଗ୍ରେସିଭ ଟ୍ରେସିଂ, ଟେଷ୍ଟିଂ ଓ ଆଇସୋଲେସନ ଏବଂ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେଉଛୁ। ଆମେ ମହାରାଷ୍ଟ୍ର ସରକାର ପ୍ରଣୟନ କରିଥିବା ନିୟମରେ କାର୍ଯ୍ୟ କରୁଛୁ ଓ ଏବେ ସମସ୍ତ କେସକୁ ଟ୍ରେସିଂ କରିବାକୁ ସକ୍ଷମ ହୋଇଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀରେ ବି ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦିଲ୍ଲୀର ଏମିତି କିଛି ସ୍ଥାନ ରହିଛି, ଯେଉଁଠାରେ ଆକ୍ଟିଭ ସର୍ଚ୍ଚ କାର୍ଯ୍ୟକ୍ରମ ଜୋରଦାର କରିବାକୁ ପଡ଼ିବ। ବିଶେଷ କରି କଣ୍ଟେନମେଣ୍ଟ ଜୋନ ଓ କରୋନା ସଂକ୍ରମଣ ପାଇଁ ସିଲ ହୋଇଥିବା ଅଞ୍ଚଳ ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ।

ଯଦି କଣ୍ଟାକ୍ଟ ଟ୍ରେସିଂକୁ ଆମେ ଠିକ୍‌ ଭାବେ ନ କରିବା ତା’ହେଲେ ସଂକ୍ରମଣ କେଉଁଠୁ ହୋଇଛି, ତାହା ଜାଣିବା କାଠିକର ପାଠ ହୋଇଯିବ। ସେହିପରି କଣ୍ଟେନମେଣ୍ଟ ଜୋନରେ ବି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ। କଣ୍ଟେନମେଣ୍ଟ ଜୋନରେ ଘର ଘର ବୁଲି ସର୍ଭେ କରିବାକୁ ପଡ଼ିବ। ଦିଲ୍ଲୀରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story