ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଆପ୍ ବିଧାୟକ ସୋମନାଥ ଭାରତୀଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଆମ୍ ଆଦ୍‌ମୀ ପାର୍ଟିର ବିଧାୟକ ତଥା ପୂର୍ବ ଆଇନ୍ ମନ୍ତ୍ରୀ ସୋମନାଥ ଭାରତୀଙ୍କ ବିରୋଧରେ ବୁଧବାର ଏତଲା ଦାୟର ହୋଇଛି। ଦକ୍ଷିଣ ଦିଲ୍ଲୀ ସାକେତ ପୋଲିସ ଷ୍ଟେସନରେ ଭାରତୀଙ୍କ ବିରୋଧରେ ଏହି ଏତଲା ଦିଆଯାଇଛି। ଭାରତୀ ଜୁଲାଇ ମାସ ଆରମ୍ୱରେ କିଛି ଲୋକଙ୍କୁ ଉକ୍ତ ମହିଳାଙ୍କ ସହିତ ଅସଦାଚରଣ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ସୋମନାଥଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ମହିଳାମାନଙ୍କୁ ଅସଦାଚରଣ ଓ ନିଜ ପତ୍ନୀଙ୍କୁ ମାଡ଼ […]

somnath

somnath

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 07:45 PM IST

Sports

Latest News

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଆମ୍ ଆଦ୍‌ମୀ ପାର୍ଟିର ବିଧାୟକ ତଥା ପୂର୍ବ ଆଇନ୍ ମନ୍ତ୍ରୀ ସୋମନାଥ ଭାରତୀଙ୍କ ବିରୋଧରେ ବୁଧବାର ଏତଲା ଦାୟର ହୋଇଛି। ଦକ୍ଷିଣ ଦିଲ୍ଲୀ ସାକେତ ପୋଲିସ ଷ୍ଟେସନରେ ଭାରତୀଙ୍କ ବିରୋଧରେ ଏହି ଏତଲା ଦିଆଯାଇଛି।

ଭାରତୀ ଜୁଲାଇ ମାସ ଆରମ୍ୱରେ କିଛି ଲୋକଙ୍କୁ ଉକ୍ତ ମହିଳାଙ୍କ ସହିତ ଅସଦାଚରଣ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ସୋମନାଥଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ମହିଳାମାନଙ୍କୁ ଅସଦାଚରଣ ଓ ନିଜ ପତ୍ନୀଙ୍କୁ ମାଡ଼ ମାରିବା ଭଳି ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story