ବୁଲେଟ୍‌କୁ ଟକ୍କର ଦେବାକୁ ଫେରୁଛି ଜାୱା ୟାଡ୍‌ଜି ବାଇକ୍

ନୂଆଦିଲ୍ଲୀ: ପୁରୁଣା ସୌଖୀନ୍‌ ବାଇକ ଚାଳକ ଜାୱା ବାଇକ୍ ବିଷୟରେ ଭଲଭାବେ ଜାଣିଥିବେ। କାରଣ ଦିନ ଥିଲା ଏହି ବାଇକ୍‌ର ଚାହିଦା ଭାରତୀୟ ବଜାରରେ ସର୍ବଧିକ ଥିଲା। ହେବି ୱେଟ୍ ଓ ଉତ୍ତମ ପ୍ରଦର୍ଶନ ଯୋଗୁଁ ଗ୍ରାହକଙ୍କ ପ୍ରିୟ ବାଇକ ଥିଲା ଜାୱା ୟାଜ୍‌ଡି। କିନ୍ତୁ ବିଭିନ୍ନ ସମସ୍ୟା, ଯୋଜନାରେ ଅଭାବ ଓ ବଜାରରେ ୪ ଷ୍ଟ୍ରୋକ ଇଞ୍ଜିନ୍‌ଯୁକ୍ତ ନୂଆ ଗାଡି ଆସିବା ଯୋଗୁ ଧିରେ ଧିରେ ୟାଡ୍‌ଜୀର ଚାହିଦା କମିବାକୁ ଲାଗିଲା। ଆଉ ଦିନ କେଇଟାରେ […]

jawa2_1510813941

jawa2_1510813941

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 05:54 PM IST

Sports

Latest News

ନୂଆଦିଲ୍ଲୀ: ପୁରୁଣା ସୌଖୀନ୍‌ ବାଇକ ଚାଳକ ଜାୱା ବାଇକ୍ ବିଷୟରେ ଭଲଭାବେ ଜାଣିଥିବେ। କାରଣ ଦିନ ଥିଲା ଏହି ବାଇକ୍‌ର ଚାହିଦା ଭାରତୀୟ ବଜାରରେ ସର୍ବଧିକ ଥିଲା। ହେବି ୱେଟ୍ ଓ ଉତ୍ତମ ପ୍ରଦର୍ଶନ ଯୋଗୁଁ ଗ୍ରାହକଙ୍କ ପ୍ରିୟ ବାଇକ ଥିଲା ଜାୱା ୟାଜ୍‌ଡି। କିନ୍ତୁ ବିଭିନ୍ନ ସମସ୍ୟା, ଯୋଜନାରେ ଅଭାବ ଓ ବଜାରରେ ୪ ଷ୍ଟ୍ରୋକ ଇଞ୍ଜିନ୍‌ଯୁକ୍ତ ନୂଆ ଗାଡି ଆସିବା ଯୋଗୁ ଧିରେ ଧିରେ ୟାଡ୍‌ଜୀର ଚାହିଦା କମିବାକୁ ଲାଗିଲା। ଆଉ ଦିନ କେଇଟାରେ ଏହି ବାଇକ୍‌ ମାର୍କେଟରୁ ଉଭାନ୍‌ ହୋଇଗଲା।

ମହିନ୍ଦ୍ରା କମ୍ପାନୀ ଦ୍ୱାରା ୧୯୬୦ ମସିହାରେ ଭାରତୀୟ ବଜାରରେ ପ୍ରବେଶ ହୋଇଥିବା ଏହି ବାଇକଟି ୧୯୯୬ରେ ବନ୍ଦ ହୋଇଯାଇଥିଲା।  ହେଲେ ପୁଣିଥରେ ଏହି ବାଇକ ଏବେ ବଜାରକୁ ଆସିବାକୁ ପ୍ରସ୍ତୁତ ହେଉଛି। ଖୁବଶୀଘ୍ର ନୂଆ ରୂପରେ ଓ ନୂଆ ଢଙ୍ଗରେ ଏହି ବାଇକ ଭାରତୀୟ ବଜାରରେ ଉପଲବ୍ଧ ହେବ।

ମହିନ୍ଦ୍ରା କମ୍ପାନୀ କ୍ଲାସିକ ଲିଜେଣ୍ଡକୁ କିଣିବା ପରେ ଜାୱା ବ୍ରାଣ୍ଡର ବାଇକ୍କୁ ବଜାରକୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛି।  କ୍ଲାସିକ ଲିଜେଣ୍ଡ ପାଖରେ ବର୍ମିଙ୍ଘମ ସ୍ମଲ ଆର୍ମସ(BSA) ଓ ଜାୱା ବ୍ରାଣ୍ଡର  ଲାଇସେନ୍‌ସ ରହିଥିବା ଯୋଗୁଁ ମହିନ୍ଦ୍ରା ଏହି ବ୍ରାଣ୍ଡକୁ ବ୍ୟବହାର କରି ପାରିବ। ମହିନ୍ଦ୍ରା କମ୍ପାନୀର ଏମ୍‌ଡି ପୱନ ଗୋୟଙ୍କାଙ୍କ କହିବା କଥା ଏବେ କମ୍ପାନୀ ସହିତ ଟୁ-ହୁଇଲର ବ୍ୟବସାୟ ମିଶି ଯାଇଛି। ଆଗାମୀ ଦିନେର ଜାୱା ବ୍ରାଣ୍ଡ ସହିତ କମ୍ପାନୀ ନୂଆ ବାଇକ ବଜାରକୁ ଛାଡ଼ିବ। କମ୍ପାନୀର ଇଟାଲିରେ ଥିବା ଟେକ୍‌ନିକାଲ୍ ଡେଭଲପମେଣ୍ଟ ସେଣ୍ଟର ଏକ୍ସପର୍ଟମାନେ ଏହାର ଗ୍ଲୋବାଲ କ୍ୟାପାସିଟି ସହିତ ଡିଜାଇନ କରିବାର କାମ କରିବେ।

ଏହା ପୂର୍ବୁରୁ ୨୦୧୭ ଜାୱା ୩୫୦ ମୋଡେଲକୁ କମ୍ପାନୀ ଲଞ୍ଚ କରି ସାରିଛି। ଯାହାର ନାମ 350 OHC-4 STROCK ରଖାଯାଇଛି। ଯଦି ଜାୱାର ନୂଆ ମୋଡେଲ ବାଇକ ବଜାରକୁ ଆସିବ ତାହେଲେ ବୁଲେଟ୍ ବଜାରରେ ସମସ୍ତଙ୍କ ମାତ୍ ଦେଇ ଭଲ ବ୍ୟବସାୟ କରିବ ବୋଲି ଆଶା କରିଛି କମ୍ପାନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story