ମାଲ୍ୟାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ପାଇଁ ଇଣ୍ଟରପୋଲ୍‌କୁ କହିଲା ଇଡି

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାକୁ ଭାରତ ଫେରାଇ ଆଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଇଣ୍ଟରପୋଲର ସାହାଯ୍ୟ ନେବ। ମାଲ୍ୟାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ଇଡି ଇଣ୍ଟରପୋଲ୍‌କୁ କହିଛି।  ସିବିଆଇ ଅଫିସକୁ ମଧ୍ୟ ମାଲ୍ୟାଙ୍କ ବିରୋଧରେ  ରେଡ୍‌ କର୍ଣ୍ଣର ନୋଟିସ୍ ଓ ଗିରଫ ପାଇଁ ଏକ ଚିଠି ପଠାଯାଇଛି। ଏହାପୂର୍ବରୁ ଇଡି ଭିନ୍ନ ଭିନ୍ନ କମ୍ପାନୀରେ ମାଲ୍ୟାଙ୍କ ଶେୟାର ଫ୍ରିଜ୍‌ କରିବାକୁ ଯୋଜନା କରିଥିଲା। ଏପରି କରାଗଲେ ମାଲ୍ୟା ଅନ୍ୟ କୌଣସି […]

malya

malya

Rakesh Mallick
  • Published: Thursday, 12 May 2016
  • Updated: 12 May 2016, 09:20 AM IST

Sports

Latest News

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାକୁ ଭାରତ ଫେରାଇ ଆଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଇଣ୍ଟରପୋଲର ସାହାଯ୍ୟ ନେବ। ମାଲ୍ୟାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ଇଡି ଇଣ୍ଟରପୋଲ୍‌କୁ କହିଛି।

 ସିବିଆଇ ଅଫିସକୁ ମଧ୍ୟ ମାଲ୍ୟାଙ୍କ ବିରୋଧରେ  ରେଡ୍‌ କର୍ଣ୍ଣର ନୋଟିସ୍ ଓ ଗିରଫ ପାଇଁ ଏକ ଚିଠି ପଠାଯାଇଛି।

ଏହାପୂର୍ବରୁ ଇଡି ଭିନ୍ନ ଭିନ୍ନ କମ୍ପାନୀରେ ମାଲ୍ୟାଙ୍କ ଶେୟାର ଫ୍ରିଜ୍‌ କରିବାକୁ ଯୋଜନା କରିଥିଲା। ଏପରି କରାଗଲେ ମାଲ୍ୟା ଅନ୍ୟ କୌଣସି କମ୍ପାନୀରୁ ଟଙ୍କା ନେଇପାରିବେ ନାହିଁ।

 ଦେଶର ୧୭ଟି ବ୍ୟାଙ୍କରୁ ୯ହଜାର କୋଟି ଟଙ୍କା ନେଇ ବିଦେଶରେ ଛପିଥିବା ମାଲ୍ୟାଙ୍କ ସମ୍ପତ୍ତି ସମ୍ପର୍କରେ ଇଡିର ଏକ ଟିମ୍  ଏବେ ଯାଞ୍ଚ କରୁଛି। ନକଲି ଠିକଣାରେ ରେଜିଷ୍ଟର ହୋଇଥିବା  ମାଲ୍ୟାଙ୍କ କିଛି କମ୍ପାନୀ ସମ୍ପର୍କରେ ଇଡି ସୂଚନା ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story