ଗାଙ୍ଗୁଲିଙ୍କୁ ଭେଟିଲେ ମମତା, ଫୋନରେ କଥା ହେଲେ ଅମିତ ଶାହ

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହୋଇ କୋଲକାତା ସ୍ଥିତ ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହେବା ପରେ ତାଙ୍କର ଦୃତପିଣ୍ଡର ତିନୋଟି ଆଟେରୀରେ ବ୍ଲକେଜ ରହିଥିବା ଜଣାପଡ଼ିଛି। ଏବେ ସେ ୪୮ ଘଣ୍ଟିଆ ଡାକ୍ତରୀ ତତ୍ୱାବଧାନରେ ରହିଛନ୍ତି। ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା କରିବା ପାଇଁ ତିନି ଜଣିଆ ଡାକ୍ତରୀ ଟିମ୍ ଗଠନ ହୋଇଛି। ଏବେ ସୌରଭଙ୍କ ଆଶୁ […]

sourav-ganguly

sourav-ganguly

Subhransu Sekhar
  • Published: Saturday, 02 January 2021
  • Updated: 02 January 2021, 11:02 PM IST

Sports

Latest News

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହୋଇ କୋଲକାତା ସ୍ଥିତ ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହେବା ପରେ ତାଙ୍କର ଦୃତପିଣ୍ଡର ତିନୋଟି ଆଟେରୀରେ ବ୍ଲକେଜ ରହିଥିବା ଜଣାପଡ଼ିଛି। ଏବେ ସେ ୪୮ ଘଣ୍ଟିଆ ଡାକ୍ତରୀ ତତ୍ୱାବଧାନରେ ରହିଛନ୍ତି। ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା କରିବା ପାଇଁ ତିନି ଜଣିଆ ଡାକ୍ତରୀ ଟିମ୍ ଗଠନ ହୋଇଛି।

ଏବେ ସୌରଭଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତା, ମନ୍ତ୍ରୀ, କ୍ରୀଡାବିତ୍ ଏବଂ ତାଙ୍କ ଶୁଭେଚ୍ଛୁ। ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଜାଣିବା ପାଇଁ ତାଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲିଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଦାଦାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ଅମିତ ଶାହ।

ସୂଚନାଯୋଗ୍ୟ, ଶନିବାର ସକାଳେ ଗାଙ୍ଗୁଲି ତାଙ୍କ ଘରେ ଜିମରେ ପ୍ରାକ୍ଟିସ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉଡଲ୍ୟାଣ୍ଡସ୍ ହସ୍ପିଟାଲକୁ ଆସି ସୌରଭଙ୍କୁ ଭେଟିଥିଲେ। ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମମତା। ଡାକ୍ତରଙ୍କ ପାଖରୁ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ପରେ ଡାକ୍ତରଙ୍କୁ ମମତା ଧନ୍ୟବାଦ ଦେଇଛନ୍ତି। ସେହିପରି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଓ ତାଙ୍କ ସ୍ତ୍ରୀ ହସ୍ପିଟାଲକୁ ଯାଇ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story