ମାଲିକଙ୍କୁ ଫ୍ରିଜରେ ପୂରେଇ ଅପହରଣ କରିଥିଲା ଯୁବକ!

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଜଣେ ୯୧ ବର୍ଷୀୟ ବୃଦ୍ଧ କୃଷ୍ଣ ଖୋସଲା ଘରୋଇ ସହାୟକ ଦ୍ୱାରା ଅପହୃତ ହୋଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଘରୋଇ ସହାୟକ କିଷାନକୁ ଗିରଫ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଗତ ଶନିବାର ସନ୍ଧ୍ୟାରେ କିଷାନ (ଘରୋଇ ସହାୟକ) ମାଲିକ କୃଷ୍ଣ ଖୋସଲାଙ୍କ ଉପରେ କୌଣସି କାରଣ ପାଇଁ ରାଗିଥିଲା। ଏହାପରେ ସନ୍ଧ୍ୟାରେ ଏକ ଅଟୋ ରିକ୍ସାଯୋଗେ କିଷାନ୍ ଅନ୍ୟ ୫ ଜଣଙ୍କ ସହ ଗ୍ରେଟର କୈଳାଶ-୨ ଅଞ୍ଚଳରେ ଥିବା ମାଲିକ […]

KIDNAPPED PERSON

KIDNAPPED PERSON

Subhransu Sekhar
  • Published: Monday, 02 September 2019
  • Updated: 02 September 2019, 05:41 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଜଣେ ୯୧ ବର୍ଷୀୟ ବୃଦ୍ଧ କୃଷ୍ଣ ଖୋସଲା ଘରୋଇ ସହାୟକ ଦ୍ୱାରା ଅପହୃତ ହୋଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଘରୋଇ ସହାୟକ କିଷାନକୁ ଗିରଫ କରି ତଦନ୍ତ ଚଳାଇଛି।

[caption id="attachment_428954" align="aligncenter" width="750"] ଅପହରଣକାରୀ ଘରୋଇ ସହାୟକ କିଷାନ[/caption]

ସୂଚନାଯୋଗ୍ୟ, ଗତ ଶନିବାର ସନ୍ଧ୍ୟାରେ କିଷାନ (ଘରୋଇ ସହାୟକ) ମାଲିକ କୃଷ୍ଣ ଖୋସଲାଙ୍କ ଉପରେ କୌଣସି କାରଣ ପାଇଁ ରାଗିଥିଲା। ଏହାପରେ ସନ୍ଧ୍ୟାରେ ଏକ ଅଟୋ ରିକ୍ସାଯୋଗେ କିଷାନ୍ ଅନ୍ୟ ୫ ଜଣଙ୍କ ସହ ଗ୍ରେଟର କୈଳାଶ-୨ ଅଞ୍ଚଳରେ ଥିବା ମାଲିକ କୃଷ୍ଣାଙ୍କ ଘରେ ପହଞ୍ଚିଥିଲା।

ସନ୍ଧ୍ୟାରେ ହଠାତ୍ ଏତେ ଜଣଙ୍କୁ ଦେଖି ୯୧ ବର୍ଷୀୟ ବୃଦ୍ଧ ଏବଂ ତାଙ୍କ ପତ୍ନୀ ହତବାକ୍ ହୋଇଯାଇଥିଲେ। ଏହାପରେ ହଠାତ୍ ୯୧ ବର୍ଷୀୟ ବୃଦ୍ଧଙ୍କୁ ଏକ ଫ୍ରିଜ୍ ଭିତରେ ପୂରାଇ ଅପହରଣ କରିନେଇଥିଲା ଘରୋଇ ସହାୟକ କିଷାନ।

ଏନେଇ ଅଭିଯୋଗ ହେବାକୁ ପୁଲିସ କୃଷ୍ଣଙ୍କୁ ଉଦ୍ଧାର କରିବା ସହିତ କିଷାନକୁ ଗିରଫ କରି ତଦନ୍ତ ଚଳାଇଛି। କିଷାନ କୃଷ୍ଣଙ୍କ ଘରେ ବର୍ଷେରୁ ଅଧିକ ସମୟ ହେବ ଘରୋଇ ସହାୟକ ଭାବରେ କାମ କରୁଥିଲା। ତା’ର ଘର ବିହାର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story