ରେଷ୍ଟୁରାଣ୍ଟରେ ମହିଳା ୱେଟର୍‌ଙ୍କ ସହ ଦୁର୍ବ୍ୟବହାର କରି ଫସିଗଲେ ଯୁବକ

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟରେ ମହିଳା ୱେଟରଙ୍କ ସହ ଦୁର୍ବବ୍ୟହାର କରିଥିଲେ ଜଣେ ଯୁବକ। ଆଉ ଏହି ଦୁର୍ବ୍ୟବହାର ଏକ ଭୟଙ୍କର ରୂପ ନେଇଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ହୋଟେଲ୍‌ରେ ଜଣେ ମହିଳା ୱେଟର୍‌ କାମ କରୁଛନ୍ତି। ପଛପଟୁ ଜଣେ ଯୁବକ ତାଙ୍କ ନିତମ୍ବରେ ହାତ ମାରି ଚାଲିଯାଉଛନ୍ତି। ଏହାପରେ ଉକ୍ତ ମହିଳା ୱେଟର୍‌ ଜଣଙ୍କ ତାଙ୍କୁ ପଛ ପଟୁ ଟାଣି ଗାଳିକରିବା ପରେ ଧୁମ୍‌  ପିଟୁଛନ୍ତି। ତେବେ ଆମେରିକାର ଏକ […]

tcoglkdc_man-gropes-waitress_625x300_20_July_18

tcoglkdc_man-gropes-waitress_625x300_20_July_18

Rakesh Mallick
  • Published: Friday, 20 July 2018
  • Updated: 20 July 2018, 03:06 PM IST

Sports

Latest News

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟରେ ମହିଳା ୱେଟରଙ୍କ ସହ ଦୁର୍ବବ୍ୟହାର କରିଥିଲେ ଜଣେ ଯୁବକ। ଆଉ ଏହି ଦୁର୍ବ୍ୟବହାର ଏକ ଭୟଙ୍କର ରୂପ ନେଇଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ହୋଟେଲ୍‌ରେ ଜଣେ ମହିଳା ୱେଟର୍‌ କାମ କରୁଛନ୍ତି। ପଛପଟୁ ଜଣେ ଯୁବକ ତାଙ୍କ ନିତମ୍ବରେ ହାତ ମାରି ଚାଲିଯାଉଛନ୍ତି। ଏହାପରେ ଉକ୍ତ ମହିଳା ୱେଟର୍‌ ଜଣଙ୍କ ତାଙ୍କୁ ପଛ ପଟୁ ଟାଣି ଗାଳିକରିବା ପରେ ଧୁମ୍‌  ପିଟୁଛନ୍ତି।

ତେବେ ଆମେରିକାର ଏକ ରେଷ୍ଟୁରାଣ୍ଟର ଏ ଘଟଣା ବୋଲି ସୂଚନା ମିଳିଛି। ଭାଡିଓଟି ଭାଇରାଲ୍‌ ହେବାରେ ଲାଗିଛି। ଯୁବତୀ ଜଣଙ୍କ ନାଁ ଏମିଲିୟା ଏବଂ ଯୁବକ ଜଣଙ୍କ ନାଁ ଅୟାନ୍‌ ଚରବିଂଶ ବୋଲି ଜଣାପଡିଛି। ତେବେ ଯୁବକ ଜଣଙ୍କୁ ପିଟିବା ପରେ ଏମିଲିୟା ପୋଲିସକୁ ଡାକିଥିଲେ। ପୋଲିସ ଅୟାନ୍‌ଙ୍କୁ ଗିରଫ କରି ୨ଦିନ ଜେଲ୍‌ରେ ରଖିବା ପରେ ଛାଡ଼ିଏଦେଇଥିଲେ। ଜୁନ୍‌୩୦ ତାରିଖ ଦିନ ରାତି୧୧ରେ ଏହି ଘଟଣା ଘଟିଥିବାର ଜଣାପଡିଛି।

My cousin takes this pervert down for grabbing her ass. He is later arrested in front of his wife and 2 kids when the cops arrived. from r/JusticeServed

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos