ପୁଅର ସ୍କୁଲ୍‌ରେ ନାଚିବାରୁ ସ୍ତ୍ରୀକୁ ବ୍ୟାଟ୍‌ରେ ପିଟିଲେ ଯୁବକ

କଲ୍ୟାଣ: ପୁଅର ସ୍କୁଲ୍‌ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ କରି ଜଣେ ମହିଳା ସ୍ୱାମୀଙ୍କଠାରୁ ମାଡ଼ ଖାଇଛନ୍ତି। ତାଙ୍କ ସ୍ୱାମୀ ତାଙ୍କୁ ବ୍ୟାଟରେ ଖୁବ୍ ଜୋରରେ ପିଟି ଥିବା ନେଇ ଅଭିଯୋଗ ହୋଇଛି। ଏ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣ ସହରରେ। ଏହି ମହିଳାଙ୍କ ନାଁ ଅଲ୍‌ପା କାଲୋଖେ (୨୫)। ଜାନୁଆରୀ ୧୯ ତାରିଖରେ ଅଲ୍‌ପାଙ୍କ ପୁଅର ସ୍କୁଲ୍‌ରେ ଏକ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ସେ ନୃତ୍ୟ କରିଥିଲେ। କାର୍ଯ୍ୟକ୍ରମ ପରେ […]

narela1

narela1

Jitendra Garnayak
  • Published: Tuesday, 29 January 2019
  • Updated: 29 January 2019, 01:25 PM IST

Sports

Latest News

କଲ୍ୟାଣ: ପୁଅର ସ୍କୁଲ୍‌ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ କରି ଜଣେ ମହିଳା ସ୍ୱାମୀଙ୍କଠାରୁ ମାଡ଼ ଖାଇଛନ୍ତି। ତାଙ୍କ ସ୍ୱାମୀ ତାଙ୍କୁ ବ୍ୟାଟରେ ଖୁବ୍ ଜୋରରେ ପିଟି ଥିବା ନେଇ ଅଭିଯୋଗ ହୋଇଛି।

ଏ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣ ସହରରେ। ଏହି ମହିଳାଙ୍କ ନାଁ ଅଲ୍‌ପା କାଲୋଖେ (୨୫)।

ଜାନୁଆରୀ ୧୯ ତାରିଖରେ ଅଲ୍‌ପାଙ୍କ ପୁଅର ସ୍କୁଲ୍‌ରେ ଏକ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ସେ ନୃତ୍ୟ କରିଥିଲେ। କାର୍ଯ୍ୟକ୍ରମ ପରେ ଯେତେବେଳେ ସେ ଘରକୁ ଫେରିଲେ, ତାଙ୍କ ସ୍ୱାମୀ ସୁନୀଲ (୩୦) ତାଙ୍କୁ ଗାଳିଗୁଲଜ କରିଥିଲେ। ଅଲ୍‌ପା ନାଚନ୍ତୁ ବୋଲି ସେ ଚାହୁଁ ନଥିଲେ। ଏହାକୁ ନେଇ ବି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ ନ କରିବାକୁ ସେ ଅଲ୍‌ପାଙ୍କୁ ତାଗିଦ୍ କରିଥିଲେ। ତେବେ ଅଲ୍‌ପା ଏହାକୁ ମାନି ନ ଥିଲେ। ତେଣୁ ସୁନୀଲ ରାଗି ଯାଇଥିଲେ।

ପୁଲିସ୍ ସୁନୀଲଙ୍କ ନାଁରେ ମାମଲା ରୁଜୁ କରିଛି। ସୁନୀଲ ପୂର୍ବରୁ ବି ବହୁଥର ଅଲ୍‌ପାଙ୍କୁ ମାରପିଟ କରିଥିବା ପୁଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story