ମୃତ ଝିଅକୁ ପୋତିବାକୁ ଖୋଳୁଥିଲେ ଗାତ, ମିଳିଲା ଜୀବନ୍ତ ଶିଶୁକନ୍ୟା

ବରେଲି (ଉତ୍ତର ପ୍ରଦେଶ): ବିଧାତାର ବିଚିତ୍ର ଖେଳ। କେତେବେଳେ କ’ଣ ଛଡ଼ାଇ ନିଏ ଓ କ’ଣ ଦିଏ, ତାହା ଆକଳନ କରିବା ମୁସ୍କିଲ୍‌। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ। ଜଣେ ବ୍ୟକ୍ତି ଅତି ଦୁଃଖରେ ନିଜ ନବଜାତ ମୃତ କନ୍ୟାକୁ ପୋତି ଦେବା ପାଇଁ ଗାତ ଖୋଳୁଥିବା ବେଳେ ତା’ ଭିତରୁ ଏକ ଶିଶୁକନ୍ୟାକୁ ପାଇଥିଲେ। ତା’ପରେ ସେ ସଙ୍ଗେ ସଙ୍ଗେ ସେହି ଶିଶୁକନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି […]

new born baby(1)

new born baby(1)

Subhransu Sekhar
  • Published: Monday, 14 October 2019
  • Updated: 14 October 2019, 11:22 AM IST

Sports

Latest News

ବରେଲି (ଉତ୍ତର ପ୍ରଦେଶ): ବିଧାତାର ବିଚିତ୍ର ଖେଳ। କେତେବେଳେ କ’ଣ ଛଡ଼ାଇ ନିଏ ଓ କ’ଣ ଦିଏ, ତାହା ଆକଳନ କରିବା ମୁସ୍କିଲ୍‌। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ। ଜଣେ ବ୍ୟକ୍ତି ଅତି ଦୁଃଖରେ ନିଜ ନବଜାତ ମୃତ କନ୍ୟାକୁ ପୋତି ଦେବା ପାଇଁ ଗାତ ଖୋଳୁଥିବା ବେଳେ ତା’ ଭିତରୁ ଏକ ଶିଶୁକନ୍ୟାକୁ ପାଇଥିଲେ। ତା’ପରେ ସେ ସଙ୍ଗେ ସଙ୍ଗେ ସେହି ଶିଶୁକନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଯେଉଁ ବ୍ୟକ୍ତିଙ୍କ ସହିତ ଏ ଘଟଣାଟି ଘଟିଛି ତାଙ୍କ ନାଁ ହୀତେଶ କୁମାର ସିରୋହି। ସେ ଜଣେ ବ୍ୟବସାୟୀ।

ବରେଲି ଏସପି ଅଭିନନ୍ଦନ ସିଂହ କହିଛନ୍ତି, ହୀତେଶଙ୍କ ସ୍ତ୍ରୀ ବୈଶାଳୀ ଜଣେ ପୁଲିସ୍ ସବ୍‌ ଇନସପେକ୍ଟର। ସେ ଗର୍ଭବତୀ ଥିଲେ। ବୁଧବାର ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ବୈଶାଳୀ ୭ ମାସର ପ୍ରି-ମାଚ୍ୟୁର ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ, ଯାହାର ମୃତ୍ୟୁ ହୋଇଯାଇଥିଲା।ଏହାପରେ ତାଙ୍କ ସ୍ୱାମୀ ହୀତେଶ ଗୁରୁବାର ସନ୍ଧ୍ୟାରେ ମୃତ ନବଜାତ କନ୍ୟାର ଅନ୍ତିମ ସଂସ୍କାର କରିବା ପାଇଁ ମଶାଣିକୁ ନେଇ ଯାଇଥିଲେ। ରୀତିନୀତି ଅନୁଯାୟୀ ମୃତ ଶିଶୁଟିକୁ ପୋତି ଦେବା ପାଇଁ ସେ ଗାତ ଖୋଳିଥିଲେ। ପ୍ରାୟ ତିନି ଫୁଟ ଗଭୀର ଖୋଳିବା ପରେ ଏକ ମାଟି ପାତ୍ରରେ କୋଦାଳର ଚୋଟ ପଡ଼ିଥିଲା। ଏହାପରେ ସେ ମାଟି ପାତ୍ରଟିକୁ ବାହାରକୁ ଆଣିଥିଲେ ଓ ସେଥିରେ ଏକ ଶିଶୁକନ୍ୟା ଥିବା ଦେଖିଥିଲେ। ଛୁଆଟି ଜୀବିତ ଥିବା ଦେଖି ସେ ତାକୁ ବରେଲି ଜିଲ୍ଲା ଚିକିତ୍ସାଳୟକୁ ନେଇ ଯାଇଥିଲା। ତେବେ କିଏ ଏହି ନବଜାତ କନ୍ୟାର ବାପାମା’, ତାହା ଜଣାପଡ଼ିନି। ଘଟଣାର ତଦନ୍ତ ଚାଲିଛି ଓ ଖୁବଶୀଘ୍ର ଏ ବିଷୟରେ କିଛି ଜଣାପଡ଼ିବ ବୋଲି ସେ କହିଛନ୍ତି।

ବରେଲି ସ୍ୱାସ୍ଥ୍ୟ ଅଧିକାରୀ ବିନୀତ ଶୁକ୍ଳା କହିଛନ୍ତି, ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।  ବିଠାରୀ ଚୈନପୁର ବିଧାୟକ ରାଜେଶ ମିଶ୍ରା ଏବେ ଏହି ଶିଶୁର ସମସ୍ତ ଦାୟିତ୍ୱ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story