ମାସ୍କ ନପିନ୍ଧିବାରୁ ଜେଲରେ କଟିଲା ଦୁଇ ରାତି

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାସ୍କକୁ ହିଁ ସବୁଠାରୁ ଉପଯୋଗୀ ଅସ୍ତ୍ର କୁହାଯାଉଛି। କିନ୍ତୁ କିଛି ଲୋକେ ଏବେବି ଏହାକୁ ଅବହେଳା କରୁଛନ୍ତି। ତେବେ ଏହି ଅବହେଳା ଜଣଙ୍କ ଉପରେ ଭାରି ପଡ଼ିବା ସହ ଜେଲ୍ ଯିବାକୁ ମଧ୍ୟ ପଡ଼ିପାରେ। ଏଭଳି ଏକ ମାମଲା ମୁମ୍ବାଇରୁ ଆସିଛି, ଯେଉଁଠାରେ ଜଣେ ବିନା ମାସ୍କ ପିନ୍ଧି ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ଦୁଇ ଦିନ ଜେଲରେ ବିତାଇବାକୁ ପଡ଼ିଛି। ମୁମ୍ବାଇର ମାଦୁଙ୍ଗାରେ ରହୁଥିବା ଅନୱର ସୁଲେମାନ୍ ଶେଖ୍ […]

Jail

Jail

Ranjit Kumar Jena
  • Published: Wednesday, 18 November 2020
  • Updated: 18 November 2020, 03:30 PM IST

Sports

Latest News

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାସ୍କକୁ ହିଁ ସବୁଠାରୁ ଉପଯୋଗୀ ଅସ୍ତ୍ର କୁହାଯାଉଛି। କିନ୍ତୁ କିଛି ଲୋକେ ଏବେବି ଏହାକୁ ଅବହେଳା କରୁଛନ୍ତି। ତେବେ ଏହି ଅବହେଳା ଜଣଙ୍କ ଉପରେ ଭାରି ପଡ଼ିବା ସହ ଜେଲ୍ ଯିବାକୁ ମଧ୍ୟ ପଡ଼ିପାରେ। ଏଭଳି ଏକ ମାମଲା ମୁମ୍ବାଇରୁ ଆସିଛି, ଯେଉଁଠାରେ ଜଣେ ବିନା ମାସ୍କ ପିନ୍ଧି ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ଦୁଇ ଦିନ ଜେଲରେ ବିତାଇବାକୁ ପଡ଼ିଛି।

ମୁମ୍ବାଇର ମାଦୁଙ୍ଗାରେ ରହୁଥିବା ଅନୱର ସୁଲେମାନ୍ ଶେଖ୍ ନାମକ ଜଣେ ବ୍ୟକ୍ତିଙ୍କୁ ମାସ୍କ ନପିନ୍ଧିବା ଭାରି ପଡ଼ିଛି। ଏପରିକି ମାସ୍କ ନପିନ୍ଧିବାରୁ ତାଙ୍କୁ ୨ ରାତି ଜେଲରେ ରହିବାକୁ ପଡ଼ିଛି। ଅନୱର ବିନା ମାସ୍କରେ କୁର୍ଲା ଟର୍ମିନାଲର ପ୍ଲାଟଫର୍ମରେ ବୁଲୁଥିଲେ। ଏହି ସମୟରେ ରେଲୱେ ପୁଲିସ୍ ତାଙ୍କୁ ମାସ୍କ ପିନ୍ଧିବାକୁ କହିଥିଲା, କିନ୍ତୁ ମାସ୍କ ପିନ୍ଧିବା ବଦଳରେ ଖୁବ୍ ହଙ୍ଗାମା କରିଥିଲେ। ଏହା ପରେ ରେଲୱେ ପୁଲିସ୍ ଅନୱରଙ୍କୁ ଗିରଫ କରି କୋର୍ଟରେ ହାଜର୍ କରାଇଥିଲେ। କୋର୍ଟ ତାଙ୍କୁ ଦୁଇଦିନ ପାଇଁ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅନୱର୍ ୧୫ ଦିନ ପରେ ନଗଦ ଅର୍ଥରାଶି ଭରି ଜେଲରୁ ମୁକୁଳିଥିଲେ।

ଅନୱରଙ୍କୁ ପୁଲିସ୍ ରେଲୱେ ଆକ୍ଟ-୧୫୩ ଅନୁଯାୟୀ ଗିରଫ କରିଥିଲା। ମୁମ୍ବାଇର କୁର୍ଲା, ଏଲଟିଟି, ମୁମ୍ବାଇ ସେଣ୍ଟ୍ରାଲ, ବାନ୍ଦ୍ରା ଓ ବୋରିୱଲି ଟର୍ମିନସରେ ରେଲୱେ ପୁଲିସ୍ ବିନା ମାସ୍କ ପିନ୍ଧିଥିବା ଯାତ୍ରୀଙ୍କ ବିରୋଧରେ ଅଭିଯାନ ଚଳାଇଛି। ଯେଉଁମାନେ ପ୍ଲାଟଫର୍ମରେ ମାସ୍କ ପିନ୍ଧିନଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଲୱେ ପୁଲିସ୍ ସ୍ପଷ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story