ଟିଏମସିକୁ ଭୋଟ ଦେଲେନି ବୋଲି ପତ୍ନୀଙ୍କ ମୁହଁରେ ଏସିଡ ଢାଳିଦେଲେ

କୋଲକାତା: ସାଧାରଣ ନିର୍ବାଚନ ଶେଷ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟର ଶାସକ ଦଳ ଟିଏମସି ବିରୋଧରେ ଅଧିକ ଅଭିଯୋଗ ଆସୁଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମୁର୍ଶିଦାବାଦ ଲୋକସଭା ଆସନର ଜଣେ ମହିଳା ଭୋଟର ଟିଏମସିକୁ ଭୋଟ ଦେଇନଥିଲେ। ପରିଣାମସ୍ୱରୂପ ମହିଳାଙ୍କ ସ୍ୱାମୀ ଉତକ୍ଷିପ୍ତ ହୋଇ ମହିଳାଙ୍କ ମୁହଁରେ ଏସିଡ୍ ଢାଳି ଦେଇଥିବା ଜଣାପଡ଼ିଛି।   ଏସିଡ ଢାଳିଥିବା ବ୍ୟକ୍ତି ଜଣଙ୍କ ଟିଏମସି କର୍ମୀ ବୋଲି […]

mamata_banerjee_1549235001_618x347

mamata_banerjee_1549235001_618x347

Subhransu Sekhar
  • Published: Friday, 26 April 2019
  • Updated: 26 April 2019, 05:51 PM IST

Sports

Latest News

କୋଲକାତା: ସାଧାରଣ ନିର୍ବାଚନ ଶେଷ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟର ଶାସକ ଦଳ ଟିଏମସି ବିରୋଧରେ ଅଧିକ ଅଭିଯୋଗ ଆସୁଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମୁର୍ଶିଦାବାଦ ଲୋକସଭା ଆସନର ଜଣେ ମହିଳା ଭୋଟର ଟିଏମସିକୁ ଭୋଟ ଦେଇନଥିଲେ। ପରିଣାମସ୍ୱରୂପ ମହିଳାଙ୍କ ସ୍ୱାମୀ ଉତକ୍ଷିପ୍ତ ହୋଇ ମହିଳାଙ୍କ ମୁହଁରେ ଏସିଡ୍ ଢାଳି ଦେଇଥିବା ଜଣାପଡ଼ିଛି।
 
ଏସିଡ ଢାଳିଥିବା ବ୍ୟକ୍ତି ଜଣଙ୍କ ଟିଏମସି କର୍ମୀ ବୋଲି ଜଣାପଡ଼ିଛି। ସେ ତାଙ୍କ ଭୋଟ କଂଗ୍ରେସକୁ ଦେଇଥିବାରୁ  ମହିଳାଙ୍କ ସ୍ୱାମୀ ଏପରି ନୃଶଂସ କାଣ୍ଡ କରିଥିବା ଜଣାପଡ଼ିଛି। ଏସିଡ ଢାଳିବା ପରେ ମଧ୍ୟ ପତ୍ନୀଙ୍କୁ ମାଡ଼ପିଟ କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପୁଅ। ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story