ନିୟମ ଭାଙ୍ଗିଲେ, ଅଟକାଇବାରୁ ବନେଟ୍‌ରେ ଘୋଷାଡ଼ିନେଲେ

ଗୁରୁଗ୍ରାମ: ଟ୍ରାଫିକ୍ ନିୟମ ଭାଙ୍ଗି ଭୁଲ୍‌ ଦିଗରେ ଗାଡ଼ି ଚଲାଉଥିବା ସମୟରେ ଅଟକାଇବାରୁ ଚାଳକ ଜଣକ ଗୁରୁଗ୍ରାମ ଟ୍ରାଫିକ୍‌ ପୁଲିସ୍‌ଙ୍କୁ କାର୍‌ ବନେଟ୍‌ରେ ଘୋଷାଡ଼ି ନେଇଥିବା ଜଣାଯାଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାଯାଉଛି ଚାଳକ ଜଣକ ଗାଡ଼ି ବୁଲାଇ ଖସିଯିବାକୁ ପ୍ରୟାସ କରିବାରୁ ପୁଲିସ୍‌ ଅଧିକାରୀ ଜଣକ କାର୍‌କୁ ଅଟକାଇଥିଲେ। ଏପରିକି ସେ ନଶୁଣିବାରୁ ପୁଲିସ୍‌ ଅଧିକାରୀ ଜଣକ ବନେଟ୍‌ ଉପରକୁ ଡେଇଁପଡ଼ି ଝୁଲି ରହିଥିଲେ। ତଥାପି ଚାଳକ […]

traffic

traffic

Subrat Kumar Nayak
  • Published: Thursday, 20 December 2018
  • Updated: 20 December 2018, 12:51 PM IST

Sports

Latest News

ଗୁରୁଗ୍ରାମ: ଟ୍ରାଫିକ୍ ନିୟମ ଭାଙ୍ଗି ଭୁଲ୍‌ ଦିଗରେ ଗାଡ଼ି ଚଲାଉଥିବା ସମୟରେ ଅଟକାଇବାରୁ ଚାଳକ ଜଣକ ଗୁରୁଗ୍ରାମ ଟ୍ରାଫିକ୍‌ ପୁଲିସ୍‌ଙ୍କୁ କାର୍‌ ବନେଟ୍‌ରେ ଘୋଷାଡ଼ି ନେଇଥିବା ଜଣାଯାଇଛି।

ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାଯାଉଛି ଚାଳକ ଜଣକ ଗାଡ଼ି ବୁଲାଇ ଖସିଯିବାକୁ ପ୍ରୟାସ କରିବାରୁ ପୁଲିସ୍‌ ଅଧିକାରୀ ଜଣକ କାର୍‌କୁ ଅଟକାଇଥିଲେ। ଏପରିକି ସେ ନଶୁଣିବାରୁ ପୁଲିସ୍‌ ଅଧିକାରୀ ଜଣକ ବନେଟ୍‌ ଉପରକୁ ଡେଇଁପଡ଼ି ଝୁଲି ରହିଥିଲେ। ତଥାପି ଚାଳକ ଜଣକ ଶୁଣିନଥିଲେ ଏବଂ ସେମିତି କିଛି ଦୂର ଟାଣିନେଇଥିଲେ।

https://twitter.com/ANI/status/1075589382596374528

ଗୁରୁଗ୍ରାମର ସିଗ୍‌ନେଚର୍‌ ଟାୱାର ଛକରେ ଏହି ଘଟଣା ଘଟିଛି। ବର୍ତ୍ତମାନ ଚାଳକ ଜଣଙ୍କୁ ଗିରଫ କରାଯାଇ କାର୍‌ଟିକୁ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story