ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ ପାଇଁ ଜାହାଜର ୧୧ତମ ମହଲାରୁ ସମୁଦ୍ରକୁ ଡେଇଁପଡ଼ିଲେ

ୱାଶିଂଟନ୍‌: କେବଳ ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରୁଥିବା ଏକ ଜାହାଜର ଏକାଦଶତମ ମହଲାରୁ ଜଣେ ପର୍ଯ୍ୟଟକ ସିଧା ପାଣିକୁ ଡେଇଁପଡ଼ିଥବାର ଭିଡିଓ ଏବେ ଭାଇରାଲ ହେଉଛି। ନିକୋଲାୟ ନେଡେଭ ନାମକ ଏହି ୨୭ ବର୍ଷ ବୟସର ପର୍ଯ୍ୟଟକ ଅପ୍‌ଲୋଡ୍‌ କରିଥିବା ଏକ ଭିଡିଓରେ ଜଣାପଡ଼ୁଛି ସେ ଏକ ରୟାଲ କାରିବିଆନ୍‌ ଟୁରିଷ୍ଟ ଜାହାଜରୁ ପାଣିକୁ ଡେଉଁଛନ୍ତି। ତାଙ୍କ ସାଙ୍ଗମାନେ ତାଙ୍କୁ ଏଥିପାଇଁ ଉତ୍ସାହିତ କରୁଥିବା ଏଥିରେ ରେକର୍ଡ ହୋଇଛି। ତେବେ ଏହି ଜାହାଜର […]

jump

jump

Hemant Lenka
  • Published: Friday, 18 January 2019
  • Updated: 18 January 2019, 09:30 PM IST

Sports

Latest News

ୱାଶିଂଟନ୍‌: କେବଳ ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରୁଥିବା ଏକ ଜାହାଜର ଏକାଦଶତମ ମହଲାରୁ ଜଣେ ପର୍ଯ୍ୟଟକ ସିଧା ପାଣିକୁ ଡେଇଁପଡ଼ିଥବାର ଭିଡିଓ ଏବେ ଭାଇରାଲ ହେଉଛି। ନିକୋଲାୟ ନେଡେଭ ନାମକ ଏହି ୨୭ ବର୍ଷ ବୟସର ପର୍ଯ୍ୟଟକ ଅପ୍‌ଲୋଡ୍‌ କରିଥିବା ଏକ ଭିଡିଓରେ ଜଣାପଡ଼ୁଛି ସେ ଏକ ରୟାଲ କାରିବିଆନ୍‌ ଟୁରିଷ୍ଟ ଜାହାଜରୁ ପାଣିକୁ ଡେଉଁଛନ୍ତି। ତାଙ୍କ ସାଙ୍ଗମାନେ ତାଙ୍କୁ ଏଥିପାଇଁ ଉତ୍ସାହିତ କରୁଥିବା ଏଥିରେ ରେକର୍ଡ ହୋଇଛି।

ତେବେ ଏହି ଜାହାଜର କର୍ତ୍ତୃପକ୍ଷ ତାଙ୍କୁ ଏବଂ ତାଙ୍କ ସାଙ୍ଗମାନଙ୍କୁ ଆଉ ଜାହାଜରେ ନେଇନଥିଲେ। ସେମାନଙ୍କୁ କୁହାଯାଇଥିଲା, ଘରକୁ ଫେରିବାର ବାଟ ନିଜେ ଦେଖନ୍ତୁ।

ତେବେ ଏହି ଘଟଣା ବାବଦରେ ନିକୋଲାୟ କୁହନ୍ତି, “ତା’ର ପୂର୍ବ ରାତିରେ ମୁଁ ପ୍ରଚୁର ମଦ ପିଇଥିଲି। ଯେତେବେଳେ ଉଠିଲି ନିଶା ଉତୁରି ନଥିଲା ଏବଂ ହଠାତ ଡେଇଁବା ଇଚ୍ଛା ମନକୁ ଆସିଲା।” ଏହି ଭିଡିଓ ଅପ୍‌ଲୋଡ୍‌ ହେବାପରଠାରୁ ୨୦୦୦ ମତାମତ ଆସିଲାଣି ଏବଂ ସମସ୍ତେ ନିକୋଲାୟଙ୍କୁ ନିତାନ୍ତ ବୋକା ବୋଲି କହିଛନ୍ତି। ଏପରିକି ଏହି ଭିଡିଓ ନିଶା ପାଇଁ ଜୀବନ ବି ଯାଇପାରିଥାନ୍ତା ବୋଲି କେତେକ ଲୋକ ସେମାନଙ୍କ କମେଣ୍ଟରେ କହିଛନ୍ତି।

View this post on Instagram

Full send

A post shared by Nick Naydev (@naydev91) on

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story