ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା ପରେ ସିସୋଦିଆଙ୍କୁ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଏପରି ସ୍ଥିତିରେ ଦିଲ୍ଲୀର ସ୍ୱାସ୍ଥ୍ୟ ବିଗାର ଦାୟିତ୍ୱ ଅତିରିକ୍ତ ଭାବେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଆଯାଇଛି। ଜୈନ ଠିକ୍‌ ହୋଇ କାର୍ଯ୍ୟକୁ ଫେରିବା ଯାଏ ସିସୋଦିଆ ସ୍ୱାସ୍ଥ୍ୟ ବିଭାଗ ସହ ଏହା ଅଧୀନରେ ଥିବା ସମସ୍ତ କାର୍ଯ୍ୟର ଦାୟିତ୍ୱ ନିର୍ବାହ କରିବେ। […]

da

da

Hemant Lenka
  • Published: Thursday, 18 June 2020
  • Updated: 18 June 2020, 09:22 AM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଏପରି ସ୍ଥିତିରେ ଦିଲ୍ଲୀର ସ୍ୱାସ୍ଥ୍ୟ ବିଗାର ଦାୟିତ୍ୱ ଅତିରିକ୍ତ ଭାବେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଆଯାଇଛି।

ଜୈନ ଠିକ୍‌ ହୋଇ କାର୍ଯ୍ୟକୁ ଫେରିବା ଯାଏ ସିସୋଦିଆ ସ୍ୱାସ୍ଥ୍ୟ ବିଭାଗ ସହ ଏହା ଅଧୀନରେ ଥିବା ସମସ୍ତ କାର୍ଯ୍ୟର ଦାୟିତ୍ୱ ନିର୍ବାହ କରିବେ। ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଶ୍ରୀ ଜୈନ ମଙ୍ଗଳବାର ଠାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ପ୍ରଥମ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଗତକାଲି ପୁଣି ଟେଷ୍ଟ କରାଯିବାରୁ ଏହା ପଜିଟିଭ ଆସିଥିଲା। ଜୈନଙ୍କ ବ୍ୟତୀତ ଆପର ୩ ଜଣ ବିଧାୟକ ଓ ଜଣେ କର୍ମୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story