ବିଜେପିରେ ସାମିଲ୍ ହୋଇଥିବା ଅନେକ ନେତା ଦଳକୁ ଫେରିବେ: ଅଜିତ ପାଓ୍ୱାର

ମୁମ୍ୱାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାଓ୍ୱାର କହିଛନ୍ତି ଦଳରେ ଥିବା ଅସନ୍ତୋଷ ଏବଂ କନ୍ଦଳ ପାଇଁ ବିଜେପି ନେତା ଖୁବଶୀଘ୍ର ଏନସିପିରେ ସାମିଲ୍ ହେବେ। ମୁଖ୍ୟତଃ ଯେଉଁମାନେ ବିଜେପିରେ ସାମିଲ୍ ହୋଇଥିଲେ ସେହିମାନେ ଫେରିବେ। ଅର୍ଥାତ୍ ଆଗକୁ ମହାରାଷ୍ଟ୍ରର ବିରୋଧୀ ଦଳ ବିଜେପିକୁ ଶକ୍ତ ଝଟକା ଲାଗିବ ବୋଲି ଜଣାପଡ଼ିଛି। The leaders who joined BJP thought that they would be heard when BJP would come to […]

ajit-pawar

ajit-pawar

Subhransu Sekhar
  • Published: Saturday, 26 December 2020
  • Updated: 26 December 2020, 08:43 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାଓ୍ୱାର କହିଛନ୍ତି ଦଳରେ ଥିବା ଅସନ୍ତୋଷ ଏବଂ କନ୍ଦଳ ପାଇଁ ବିଜେପି ନେତା ଖୁବଶୀଘ୍ର ଏନସିପିରେ ସାମିଲ୍ ହେବେ। ମୁଖ୍ୟତଃ ଯେଉଁମାନେ ବିଜେପିରେ ସାମିଲ୍ ହୋଇଥିଲେ ସେହିମାନେ ଫେରିବେ। ଅର୍ଥାତ୍ ଆଗକୁ ମହାରାଷ୍ଟ୍ରର ବିରୋଧୀ ଦଳ ବିଜେପିକୁ ଶକ୍ତ ଝଟକା ଲାଗିବ ବୋଲି ଜଣାପଡ଼ିଛି।

https://twitter.com/ANI/status/1342779739337986049?s=20

ଗତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଏନଡିଏରୁ ଶିବସେନା ଓହରିବା ପରେ ମହାରାଷ୍ଟ୍ରରେ ବିରୋଧୀ ଆସନରେ ବସିଛି ବିଜେପି। ଅନେକ ଥର ବିଜେପି ନେତା କିନ୍ତୁ କୁହନ୍ତି ଖୁବଶୀଘ୍ର ତାଙ୍କ ଦଳ ମହାରାଷ୍ଟ୍ରରେ ସରକାର ଗଢ଼ିବ। ମହା ବିକାଶ ଅଘାଡ଼ି ମେଣ୍ଟ ସରକାର ଭାଙ୍ଗିବ।

ତେବେ ଅଜିତ ପାଓ୍ୱାର କୌଣସି ବିଜେପି ନେତାଙ୍କ ନାମ ପ୍ରକାଶ କରି ନାହାନ୍ତି। ଏହା ପୂର୍ବରୁ ଅନ୍ୟତମ ଏନସିପି ନେତା ଜୟନ୍ତ ପାଟିଲ କହିଥିଲେ ବିଜେପିର ୧୦ ବିଧାୟକ ଅସନ୍ତୋଷ ରହିଛନ୍ତି। ଏମାନେ ଖୁବଶୀଘ୍ର ଦଳ ଛାଡ଼ି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story