ବିଶାଖାପଟଣମ୍: ଟପ୍ ନକ୍ସଲ ନେତା ତଥା ପୂର୍ବ ଡିଭିଜନ୍ର ସେକ୍ରେଟେରୀ ଚଲପତି ଓରଫ୍ ଆପ୍ପା ରାଓ ଏବଂ ତାଙ୍କ ପତ୍ନୀ ଅରୁଣାଙ୍କ ଫଟୋ ପୋଲିସ୍ ସାରା ସହରରେ ଲଗାଇଛି। ଆଜାଦ୍ ନାମକ ମାଓନେତାଙ୍କ ଲାପଟପ୍ରୁ ଉଭୟଙ୍କ ସେଲଫି ଫଟୋ ପୋଲିସ୍ ପାଇଥିଲା। ଏକ ଗଣମାଧ୍ୟମ ଖବର ଅନୁସାରେ ଚଲପତିଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଗତ ମେ’୪ରେ ଆଜାଦଙ୍କ ସହ ଆଉ ଦୁଇ ନକ୍ସଲ ପୋଲିସ୍ ଗୁଳିରେ ନିହତ ହୋଇଥିଲେ। ସେମାନଙ୍କ ନିକଟରୁ ପୋଲିସ୍ ବହୁ ଅସ୍ତ୍ରଶସ୍ତ୍ର, କିଟ୍ବ୍ୟାଗ୍ ଓ ଲାପଟପ୍ ଜବତ କରିଥିଲା। ଚଲପତିର ବୟସ ପାଖାପାଖି ୫୦ ବର୍ଷ ଓ ଅରୁଣାର ବୟସ ୪୦ ବର୍ଷ ହୋଇଥିବା ଫଟୋରୁ ପୋଲିସ୍ ଜାଣିପାରିଛି। ପୋଲିସ୍ ନିକଟରେ ଚଲପତିର ୧୯୯୦ ଦଶକର ଫଟୋ ଥିଲା, ଯେଉଁଥିରେ ତାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।
Crime
ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ
ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି କରିଥିଲା ବିବାହ। ଧରାପଡ଼ିଯିବା ଭୟରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।