ଟପ୍ ନକ୍ସଲ ନେତା ଆପ୍ପା ରାଓ ଓ ତାର ପତ୍ନୀର ପୋଷ୍ଟର ଲଗା‌ଇଲା ପୋଲିସ୍

ବିଶାଖାପଟଣମ୍: ଟପ୍ ନକ୍ସଲ ନେତା ତଥା ପୂର୍ବ ଡିଭିଜନ୍‌ର ସେକ୍ରେଟେରୀ ଚଲପତି ଓରଫ୍ ଆପ୍ପା ରାଓ ଏବଂ ତାଙ୍କ ପତ୍ନୀ ଅରୁଣାଙ୍କ ଫଟୋ ପୋଲିସ୍ ସାରା ସହରରେ ଲଗାଇଛି। ଆଜାଦ୍ ନାମକ ମାଓନେତାଙ୍କ ଲାପଟପ୍‌ରୁ ଉଭୟଙ୍କ ସେଲଫି ଫଟୋ ପୋଲିସ୍ ପାଇଥିଲା। ଏକ ଗଣମାଧ୍ୟମ ଖବର ଅନୁସାରେ ଚଲପତିଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଗତ ମେ’୪ରେ ଆଜାଦଙ୍କ ସହ ଆଉ ଦୁଇ ନକ୍ସଲ ପୋଲିସ୍ ଗୁଳିରେ ନିହତ ହୋଇଥିଲେ। ସେମାନଙ୍କ […]

maoist

maoist

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 04:07 PM IST

Sports

Latest News

ବିଶାଖାପଟଣମ୍: ଟପ୍ ନକ୍ସଲ ନେତା ତଥା ପୂର୍ବ ଡିଭିଜନ୍‌ର ସେକ୍ରେଟେରୀ ଚଲପତି ଓରଫ୍ ଆପ୍ପା ରାଓ ଏବଂ ତାଙ୍କ ପତ୍ନୀ ଅରୁଣାଙ୍କ ଫଟୋ ପୋଲିସ୍ ସାରା ସହରରେ ଲଗାଇଛି। ଆଜାଦ୍ ନାମକ ମାଓନେତାଙ୍କ ଲାପଟପ୍‌ରୁ ଉଭୟଙ୍କ ସେଲଫି ଫଟୋ ପୋଲିସ୍ ପାଇଥିଲା। ଏକ ଗଣମାଧ୍ୟମ ଖବର ଅନୁସାରେ ଚଲପତିଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଗତ ମେ’୪ରେ ଆଜାଦଙ୍କ ସହ ଆଉ ଦୁଇ ନକ୍ସଲ ପୋଲିସ୍ ଗୁଳିରେ ନିହତ ହୋଇଥିଲେ। ସେମାନଙ୍କ ନିକଟରୁ ପୋଲିସ୍ ବହୁ ଅସ୍ତ୍ରଶସ୍ତ୍ର, କିଟ୍‌ବ୍ୟାଗ୍ ଓ ଲାପଟପ୍ ଜବତ କରିଥିଲା। ଚଲପତିର ବୟସ ପାଖାପାଖି ୫୦ ବର୍ଷ ଓ ଅରୁଣାର ବୟସ ୪୦ ବର୍ଷ ହୋଇଥିବା ଫଟୋରୁ ପୋଲିସ୍ ଜାଣିପାରିଛି। ପୋଲିସ୍ ନିକଟରେ ଚଲପତିର ୧୯୯୦ ଦଶକର ଫଟୋ ଥିଲା, ଯେଉଁଥିରେ ତାକୁ  ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story