ଶନି ଶିଙ୍ଗଣାପୁର ମନ୍ଦିରର ୪୦୦ ବର୍ଷର ପରମ୍ପରା ଭାଙ୍ଗିଲା, ମହିଳାଙ୍କୁ ପୂଜା ଅନୁମତି ମିଳିଲା

ମୁମ୍ବାଇ: ମହାରାଷ୍ଟ୍ରର ଶନି ଶିଙ୍ଗଣାପୁର ମନ୍ଦିରର ୪୦୦ ବର୍ଷର ପରମ୍ପରା ଆଜି ଭାଙ୍ଗିଛି। ମନ୍ଦିରର ୪୦୦ ବର୍ଷର ଇତିହାସରେ ଆଜି ପ୍ରଥମ ଥର ପାଇଁ ମହିଳାମାନଙ୍କୁ ପୂଜା କରିବାର ଅନୁମତି ମିଳିଛି। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଅନୀତା ଶେଟେ କହିଛନ୍ତି ଯେ ଟ୍ରଷ୍ଟ ସମସ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବା ଓ ପୂଜା କରିବାର ଅନୁମତି ଦେଇଛି। ମହିଳାଙ୍କ ଉପରେ କୌଣସି କଟକଣା ରହିବ ନାହିଁ। ସେମାନେ ବି ଏବେ ପୂଜା କରିପାରିବେ। ଶନି ଶିଙ୍ଗଣାପୁର […]

massive-stand-off-at-shani-shingnpaur-temple

Rakesh Mallick
  • Published: Friday, 08 April 2016
  • Updated: 08 April 2016, 01:43 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ଶନି ଶିଙ୍ଗଣାପୁର ମନ୍ଦିରର ୪୦୦ ବର୍ଷର ପରମ୍ପରା ଆଜି ଭାଙ୍ଗିଛି। ମନ୍ଦିରର ୪୦୦ ବର୍ଷର ଇତିହାସରେ ଆଜି ପ୍ରଥମ ଥର ପାଇଁ ମହିଳାମାନଙ୍କୁ ପୂଜା କରିବାର ଅନୁମତି ମିଳିଛି।

ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଅନୀତା ଶେଟେ କହିଛନ୍ତି ଯେ ଟ୍ରଷ୍ଟ ସମସ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବା ଓ ପୂଜା କରିବାର ଅନୁମତି ଦେଇଛି। ମହିଳାଙ୍କ ଉପରେ କୌଣସି କଟକଣା ରହିବ ନାହିଁ। ସେମାନେ ବି ଏବେ ପୂଜା କରିପାରିବେ।

ଶନି ଶିଙ୍ଗଣାପୁର ମନ୍ଦିରରେ ମହିଳାମାନଙ୍କୁ ପୂଜା କରିବାର ଅଧିକାର ଦେବାକୁ ବମ୍ବେ ହାଇକୋର୍ଟ ମନ୍ଦିର ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଟ୍ରଷ୍ଟ ମହିଳାଙ୍କୁ ଏ ଅଧିକାର ଦେବାକୁ ଅମଙ୍ଗ ଥିଲା। ଅନ୍ୟପକ୍ଷରେ ଆଜି ପୁରୁଷମାନେ ଜୋରଜବରଦସ୍ତି ମନ୍ଦିର ଭିତରେ ପ୍ରବେଶ କରିବା ପରେ ମହିଳାମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ମନ୍ଦିର ଟ୍ରଷ୍ଟର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story