ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶପଥ ନେବେ ଜୟଲଲିତା

ଚେନ୍ନାଇ: ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇପାରନ୍ତି ଜୟଲଲିତା। ରାଜ୍ୟପାଳ କେ.ରୋଷୈୟା ତାଙ୍କୁ ଆଜି ସରକାର ଗଠନ ପାଇଁ ନିମନ୍ତ୍ରଣ ଦେବା ପରେ ରାଜଭବନ ଯାଇଛନ୍ତି ଆମ୍ମା। ଆଜି ସକାଳେ ଚେନ୍ନାଇରେ ଏଆଇଡିଏମକେ ବିଧାୟକ ଦଳର ବୈଠକ ହସିଥିଲା। ଏଥିରେ ଜୟାଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଚୟନ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫ। ଦେଇଥିଲେ  ପନୀରସେଲଭମ। ବୈଠକରେ ୧୫୦ ବିଧାୟକଙ୍କ ମଧ୍ୟରୁ ୧୪୪ ଜଣ ଉପସ୍ଥିତ ଥିଲେ। […]

Jayalalitha

Jayalalitha

Rakesh Mallick
  • Published: Wednesday, 20 May 2015
  • Updated: 22 May 2015, 09:03 AM IST

Sports

Latest News

ଚେନ୍ନାଇ: ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇପାରନ୍ତି ଜୟଲଲିତା। ରାଜ୍ୟପାଳ କେ.ରୋଷୈୟା ତାଙ୍କୁ ଆଜି ସରକାର ଗଠନ ପାଇଁ ନିମନ୍ତ୍ରଣ ଦେବା ପରେ ରାଜଭବନ ଯାଇଛନ୍ତି ଆମ୍ମା। ଆଜି ସକାଳେ ଚେନ୍ନାଇରେ ଏଆଇଡିଏମକେ ବିଧାୟକ ଦଳର ବୈଠକ ହସିଥିଲା। ଏଥିରେ ଜୟାଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଚୟନ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫ। ଦେଇଥିଲେ  ପନୀରସେଲଭମ। ବୈଠକରେ ୧୫୦ ବିଧାୟକଙ୍କ ମଧ୍ୟରୁ ୧୪୪ ଜଣ ଉପସ୍ଥିତ ଥିଲେ। ତେବେ ନିଜେ ଜୟାଲଲିତା ଏହି ବୈଠକରେ ଅନୁପସ୍ଥିତ ଥିଲେ। ବିଧାୟକ ଦଳ ନେତା ନିର୍ବାଚନ ପରେ ଚେନ୍ନାଇସ୍ଥିତ ଏଆଇଡିଏମକେ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଥିଲା ଉ-ବର ପରିବେଶ।ଗତ ୧୧ତାରିଖରେ ଆୟ ବହିଭୁର୍ତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟରୁ କ୍ଲିନଚିଟ୍ ମିଳିବା ପରେ ଜୟାଙ୍କ ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବା ବାଟ ଖୋଲିଥିଲା। ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲରେ ନିକଟରେ ବାଙ୍ଗାଲୋର ହାଇକୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହୋଇଥିବା ଏଆଇଏଡିଏମକେ ମୁଖ୍ୟ ଜୟଲଳିତା ପୁଣି ହେବେ ମୁଖ୍ୟମନ୍ତ୍ରୀ।  ଏଆଇଏଡିଏମକେ ମୁଖପାତ୍ର ସି.ଆର୍ ସରସ୍ୱତୀ ବୁଧବାର ଏହି ସୂଚନା ଦେଇଛନ୍ତି।

ଜୟଲଳିତା ଆଉ ଥରେ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। କାରଣ ଏହି ମାମଲାରେ ସେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ନିୟମ ଅନୁଯାୟୀ ତାଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ହୋଇଯାଇଥିଲା। ତଳ କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୧୦୦ କୋଟି ଟଙ୍କା ଜୋରିମାନା ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବାଙ୍ଗାଲୋର ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story