ରାହୁଲ ଓ ସୋନିଆଙ୍କୁ ଭୋଟ ଦେବାକୁ ନିବେଦନ କଲେ ବିରୋଧୀ ମାୟାବତୀ

ଲକ୍ଷ୍ନୌ: ଆମେଠି ଓ ରାଏବରେଲି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଏସପି-ବିଏସପି କର୍ମୀଙ୍କୁ ଆହ୍ୱାନ କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ। ଏହି ଦୁଇ ଆସନରେ ଏସପି-ବିଏସପି-ଆରଏଲଡି ମେଣ୍ଚ ପ୍ରାର୍ଥୀ ଦେଇ ନାହିଁ। ତେଣୁ ଏହି ଆସନରେ ବିଜେପି ପ୍ରାର୍ଥୀ ନଜିତିବା ଦରକାର ବୋଲି ମାୟାବତୀ ଏସପି-ବିଏସପି ଭୋଟରଙ୍କୁ ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶରେ ଚଳିତଥର ଏସପି-ବିଏସପି-ଆଲଏଡ଼ି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି। ନିର୍ବାଚନୀ ରାଲି ବେଳେ ଉଭୟ […]

mayawati-akhilesh

mayawati-akhilesh

Subhransu Sekhar
  • Published: Sunday, 05 May 2019
  • Updated: 06 May 2019, 04:32 PM IST

ଲକ୍ଷ୍ନୌ: ଆମେଠି ଓ ରାଏବରେଲି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଏସପି-ବିଏସପି କର୍ମୀଙ୍କୁ ଆହ୍ୱାନ କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ। ଏହି ଦୁଇ ଆସନରେ ଏସପି-ବିଏସପି-ଆରଏଲଡି ମେଣ୍ଚ ପ୍ରାର୍ଥୀ ଦେଇ ନାହିଁ। ତେଣୁ ଏହି ଆସନରେ ବିଜେପି ପ୍ରାର୍ଥୀ ନଜିତିବା ଦରକାର ବୋଲି ମାୟାବତୀ ଏସପି-ବିଏସପି ଭୋଟରଙ୍କୁ ଆହ୍ୱାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶରେ ଚଳିତଥର ଏସପି-ବିଏସପି-ଆଲଏଡ଼ି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି। ନିର୍ବାଚନୀ ରାଲି ବେଳେ ଉଭୟ ବିଜେପି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ମାୟାବତୀ ଅନେକ ଥର ସମାଲୋଚନା କରୁଛନ୍ତି। ଉଭୟ ସରକାରର ଭୁଲ ରଣନୀତି ପାଇଁ ଉତ୍ତର ପ୍ରଦେଶରେ ବେରୋଜଗାର ବଢୁଛି ବୋଲି ମାୟାବତୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ କହି ଆସୁଛନ୍ତି।

ଏ ନେଇ କଂଗ୍ରେସ ମଧ୍ୟ ଏସପି-ବିଏସପି ବିରୋଧରେ ନିର୍ବାଚନୀ ରାଲି ବେଳେ ଜୋରଦାର ପ୍ରଚାର କରୁଛି। ହେଲେ ଏବେ ରାହୁଲ ଗାନ୍ଧିଙ୍କ ଆମେଠି ଆସନ ଏବଂ ସୋନିଆ ଗାନ୍ଧିଙ୍କ ରାଏବରେଲି ଆସନ ପାଇଁ ମାୟାବତୀ ଏସପି-ବିଏସପି କର୍ମୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି।

ଦେଶରେ ବିଜେପି ନେତୃତ୍ୱାଧୀନ ସରକାର ନ ଆସିବା ଦରକାର। ଏହି ମେଣ୍ଟ ଆଗାମୀ ଦିନରେ ଉଭୟ ଦେଶ ଏବଂ ରାଜ୍ୟରେ ନୂଆ ସରକାର ଦେବ ବୋଲି ମାୟାବତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story