‘ଜୟ ଶ୍ରୀରାମ’ ପାଇଁ ଓକିଲାତି କଲେ ମେଘାଳୟ ରାଜ୍ୟପାଳ

କୋଲକାତା: ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କୁ କଡ଼ା ଭାଷାର ସମାଲୋଚନା କରିଛନ୍ତି ମେଘାଳୟ ରାଜ୍ୟପାଳ ତଥାଗତ ରୟ। ବର୍ତ୍ତମାନ ଦେଶରେ ଆକ୍ରମଣ ପାଇଁ ଜୟ ଶ୍ରୀରାମର ଟ୍ରେଣ୍ଡ ଆରମ୍ଭ ହୋଇଛି। ଏଥିସହ ବେଙ୍ଗଲୀ ସଂସ୍କୃତି ସହ ଜୟ ଶ୍ରୀରାମର କୌଣସି ସମ୍ପର୍କ ନାହିଁ ବୋଲି ଅମର୍ତ୍ତ୍ୟ ସେନ ମତ ଦେଇଥିଲେ। ଏହାକୁ କାଉଣ୍ଟର କରିବାକୁ ଯାଇ ରାଜ୍ୟପାଳ ରୟ ଜୟ ଶ୍ରୀରାମ ପାଇଁ ଓକିଲାତି କରିଛନ୍ତି। ସେ କହିଛନ୍ତି, “ଅମର୍ତ୍ତ୍ୟ ସେନ ଅର୍ଥନୀତିରେ ନୋବେଲ ପାଇଛନ୍ତି। ତେଣୁ […]

a

a

Hemant Lenka
  • Published: Monday, 08 July 2019
  • Updated: 08 July 2019, 03:51 PM IST

Sports

Latest News

କୋଲକାତା: ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କୁ କଡ଼ା ଭାଷାର ସମାଲୋଚନା କରିଛନ୍ତି ମେଘାଳୟ ରାଜ୍ୟପାଳ ତଥାଗତ ରୟ। ବର୍ତ୍ତମାନ ଦେଶରେ ଆକ୍ରମଣ ପାଇଁ ଜୟ ଶ୍ରୀରାମର ଟ୍ରେଣ୍ଡ ଆରମ୍ଭ ହୋଇଛି। ଏଥିସହ ବେଙ୍ଗଲୀ ସଂସ୍କୃତି ସହ ଜୟ ଶ୍ରୀରାମର କୌଣସି ସମ୍ପର୍କ ନାହିଁ ବୋଲି ଅମର୍ତ୍ତ୍ୟ ସେନ ମତ ଦେଇଥିଲେ।

ଏହାକୁ କାଉଣ୍ଟର କରିବାକୁ ଯାଇ ରାଜ୍ୟପାଳ ରୟ ଜୟ ଶ୍ରୀରାମ ପାଇଁ ଓକିଲାତି କରିଛନ୍ତି। ସେ କହିଛନ୍ତି, “ଅମର୍ତ୍ତ୍ୟ ସେନ ଅର୍ଥନୀତିରେ ନୋବେଲ ପାଇଛନ୍ତି। ତେଣୁ ସେ ତାଙ୍କ ବିଷୟ ଉପରେ ଗୁରୁତ୍ୱ ଦେଇ ସୀମା ମଧ୍ୟରେ ରହିବା ଦରକାର। କ’ଣ ରାମରାଜାତାଲା ଓ ସେମରାପୋରେ ପଶ୍ଚିମବଙ୍ଗରେ ନାଁ ଆଉ କେଉଁଠି? ଆମେ ଯେତେବେଳେ ଭୂତକୁ ଭୟ କରୁଛେ, ସେତେବେଳେ କ’ଣ ରାମ-ରାମ କହି ନଥାଉ? ତେଣୁ ଅମର୍ତ୍ତ୍ୟ ସେନ ନିଜ ବିଷୟ ଉପରେ ଧ୍ୟାନ ଦିଅନ୍ତୁ।”
ଜଣେ ରାଜ୍ୟପାଳ ହୋଇ ଏଭଳି ମନ୍ତବ୍ୟ ଦେବା ଏବଂ ଜଣେ ନୋବେଲ ବିଜେତାଙ୍କୁ ସମାଲୋଚନା କରିବା ଘଟଣାକୁ ବୃଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story