'ଜେଲ ପଠାଇବା ପାଇଁ ଅପରାଧ ନୁହେଁ, ଧର୍ମ ଦେଖାଯାଉଛି'

ଶ୍ରୀନଗର: ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଛନ୍ତି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ପୂର୍ବତନ ଛାତ୍ର ଉମର ଖାଲିଦ। ତେବେ ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି। ସେ କହିଛନ୍ତି ଯେ ଯଦି ଜଣେ ଜେଲ୍ ଯାଉଛି, ତାହେଲେ ତାଙ୍କର ଅପରାଧ ଅପେକ୍ଷା ଧର୍ମକୁ ଦେଖାଯାଉଛି। ଯାହାକି ବିବାଦ ସୃଷ୍ଟି କରିଛି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉମର ଖାଲିଦ ଏବଂ ସଫୋରା ଜାରଗରଙ୍କୁ […]

MUFTI (1)

MUFTI (1)

Subhransu Sekhar
  • Published: Monday, 14 September 2020
  • Updated: 14 September 2020, 06:41 PM IST

Sports

Latest News

ଶ୍ରୀନଗର: ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଛନ୍ତି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ପୂର୍ବତନ ଛାତ୍ର ଉମର ଖାଲିଦ। ତେବେ ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି। ସେ କହିଛନ୍ତି ଯେ ଯଦି ଜଣେ ଜେଲ୍ ଯାଉଛି, ତାହେଲେ ତାଙ୍କର ଅପରାଧ ଅପେକ୍ଷା ଧର୍ମକୁ ଦେଖାଯାଉଛି। ଯାହାକି ବିବାଦ ସୃଷ୍ଟି କରିଛି।

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉମର ଖାଲିଦ ଏବଂ ସଫୋରା ଜାରଗରଙ୍କୁ ଦିଲ୍ଲୀ ପୁଲିସ ଜେଲ୍କୁ ପଠାଇଛି। ହେଲେ କପିଲ ମିଶ୍ରା ଏବଂ କୋମଲ ଶର୍ମାଙ୍କ ପରି ଲୋକମାନେ ବାହାରେ ବୁଲୁଛନ୍ତି।

https://twitter.com/MehboobaMufti/status/1174980270568509441

ଚଳିତ ବର୍ଷ ଫେବୃଆରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ଏହି ଘଟଣାରେ ଉମର ଖାଲିଦଙ୍କୁ ଦିଲ୍ଲୀ ପୁଲିସ ରବିବାର ବିଳମ୍ୱିତ ରାତିରେ ଗିରଫ କରିଥିଲା। UAPA ନିୟମ ଅନୁଯାୟୀ ଉମର ଖାଲିଦଙ୍କୁ ପୁଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story