ମରକଜରେ ସାମିଲ୍ ହୋଇଥିବା ବିଦେଶୀ ୧୦ ବର୍ଷ ପାଇଁ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ: ଲକଡାଉନ୍ ବେଳେ ମରକଜରେ ସାମିଲ୍ ହୋଇଥିବା ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କୁ କଳାତାଲିକାଭୁକ୍ତ କରିଛି ଗୃହ ମନ୍ତ୍ରଣାଳୟ। ଆଗାମୀ ୧୦ ବର୍ଷ ପାଇଁ ଏମାନଙ୍କୁ କଳାତାଲିକାଭୁକ୍ତ କରିଛି ଗୃହ ମନ୍ତ୍ରଣାଳୟ। ତବଲିଗି ଜମାତରେ ସାମିଲ୍ ହୋଇ ୨,୨୦୦ରୁ ଅଧିକ ବିଦେଶୀ ନାଗରିକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି। କଳା ତାଲିକାଭୁକ୍ତ ହୋଇଥିବା ବିଦେଶୀ ନାଗରିକ ହେଲେ ନାଇଜେରିଆ, ଶ୍ରୀଲଙ୍କା, କେନିଆ, ଜିବୁତୀ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମିଆଁମାର, ଥାଇଲ୍ୟାଣ୍ଡ, ବାଂଲାଦେଶ, ୟୁକେ (ଓସିଆ କାର୍ଡ […]

tablighi-zamat

tablighi-zamat

Subhransu Sekhar
  • Published: Thursday, 04 June 2020
  • Updated: 04 June 2020, 07:21 PM IST

Sports

Latest News

ନୂଆଦିଲ୍ଲୀ: ଲକଡାଉନ୍ ବେଳେ ମରକଜରେ ସାମିଲ୍ ହୋଇଥିବା ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କୁ କଳାତାଲିକାଭୁକ୍ତ କରିଛି ଗୃହ ମନ୍ତ୍ରଣାଳୟ। ଆଗାମୀ ୧୦ ବର୍ଷ ପାଇଁ ଏମାନଙ୍କୁ କଳାତାଲିକାଭୁକ୍ତ କରିଛି ଗୃହ ମନ୍ତ୍ରଣାଳୟ। ତବଲିଗି ଜମାତରେ ସାମିଲ୍ ହୋଇ ୨,୨୦୦ରୁ ଅଧିକ ବିଦେଶୀ ନାଗରିକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି। କଳା ତାଲିକାଭୁକ୍ତ ହୋଇଥିବା ବିଦେଶୀ ନାଗରିକ ହେଲେ ନାଇଜେରିଆ, ଶ୍ରୀଲଙ୍କା, କେନିଆ, ଜିବୁତୀ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମିଆଁମାର, ଥାଇଲ୍ୟାଣ୍ଡ, ବାଂଲାଦେଶ, ୟୁକେ (ଓସିଆ କାର୍ଡ ସଦସ୍ୟ), ଅଷ୍ଟ୍ରେଲିଆ ଏବଂ ନେପାଳର ନାଗରିକ ରହିଛନ୍ତି।

https://twitter.com/PIBHomeAffairs/status/1245713614054383616

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story