ଖାଦ୍ୟ ପାଇଁ ଅଳଙ୍କାର ବିକ୍ରି କଲେ ପ୍ରବାସୀ ଶ୍ରମିକ

କନ୍ନୁଜୁ: କରୋନା ଲଡଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ଭୋଗୁଥିବା ଦୁର୍ଦ୍ଦଶାର ଆଉ ନଗ୍ନଚିତ୍ର ସାମ୍ନାକୁ ଆସିଛି। ଲକଡାଉନ ଯୋଗୁ ତାମିଲନାଡୁରେ କାମ କରୁଥିବା ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ଚାକିରି ହରାଇଛନ୍ତି। ରୋଜଗାର ନଥିବାରୁ ସେ ପରିବାର ପୋଷିବାକୁ ଅକ୍ଷମ। ଏପରି ସ୍ଥିତିରେ ତାଙ୍କୁ ଘର ଭଡ଼ା ମାଗିବାରୁ ସେ ଏହାକୁ ଦେଇ ପାରି ନଥିଲେ। ଫଳରେ ତାଙ୍କୁ ସେଠାରୁ ବାହାର କରିଦିଆଯାଇଥିଲା। ଶେଷରେ କିଛି ଉପାୟ ନ ପାଇ ବ୍ୟକ୍ତି ଜଣଙ୍କ ପୂରା ପରିବା ସହ […]

f

f

Hemant Lenka
  • Published: Thursday, 11 June 2020
  • Updated: 11 June 2020, 03:48 PM IST

Sports

Latest News

କନ୍ନୁଜୁ: କରୋନା ଲଡଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ଭୋଗୁଥିବା ଦୁର୍ଦ୍ଦଶାର ଆଉ ନଗ୍ନଚିତ୍ର ସାମ୍ନାକୁ ଆସିଛି। ଲକଡାଉନ ଯୋଗୁ ତାମିଲନାଡୁରେ କାମ କରୁଥିବା ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ଚାକିରି ହରାଇଛନ୍ତି। ରୋଜଗାର ନଥିବାରୁ ସେ ପରିବାର ପୋଷିବାକୁ ଅକ୍ଷମ। ଏପରି ସ୍ଥିତିରେ ତାଙ୍କୁ ଘର ଭଡ଼ା ମାଗିବାରୁ ସେ ଏହାକୁ ଦେଇ ପାରି ନଥିଲେ। ଫଳରେ ତାଙ୍କୁ ସେଠାରୁ ବାହାର କରିଦିଆଯାଇଥିଲା।

ଶେଷରେ କିଛି ଉପାୟ ନ ପାଇ ବ୍ୟକ୍ତି ଜଣଙ୍କ ପୂରା ପରିବା ସହ ଉତ୍ତର ପ୍ରଦେଶର କନ୍ନୁଜୁକୁ ଫେରିଛନ୍ତି। ଏଠାରେ ପ୍ରଶାସନ କୌଣସି ସହଯୋଗ କରି ନଥିଲା। ଫଳରେ ସେ ତାଙ୍କ ପତ୍ନୀଙ୍କ ପାଖରେ ଥିବା ଅଳଙ୍କାରକୁ ୧୫ଶହ ଟଙ୍କାରେ ବିକ୍ରି କରି ପରିବାର ପାଇଁ ଖାଦ୍ୟ ଓ ମେଡିସନ ଆଣିଛନ୍ତି।

ଏହି ଖବର ପ୍ରଚାର ହେବା ପରେ ପ୍ରଶସନ ସଂପୃକ୍ତ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଉକ୍ତ ପରିବାର ନାଁରେ କୌଣସି ରାସନ କାର୍ଡ କିମ୍ବା ଏମଜି ନରେଗା ଅଧୀନରେ ଜବ୍‌ କାର୍ଡ ନଥିଲା। ହେଲେ ପ୍ରଶାସନ ପକ୍ଷରୁ ଏଗୁଡ଼ିକ ଯୋଗାଇ ଦିଆଯାଇଛି।

ଦୀର୍ଘ ୧୦ ବର୍ଷ ହେଲାଣି ଫେତପୁର ଜସୋଡା ଗାଁର ଶ୍ରୀରାମ ନିଜ ପରିବାର ସହ ତାମିଲନାଡୁରେ ରହି କାମ କରୁଥିଲେ। ସେଠାରେ ସେ କୁଲଫି ବିକ୍ରି କରୁଥିଲେ। ଶ୍ରୀରାମଙ୍କର ୯ ଜଣ ପିଲା ରହିଛନ୍ତି। ସେମାନେ ବି ଭଡ଼ା ଘରେ ରହୁଥିଲେ। ଭଡ଼ା ନ ଦେବାରୁ ମେ’ ତୃତୀୟ ସପ୍ତାହରେ ଘର ମାଲିକ ସେମାନଙ୍କୁ ବାହାର କରିଦେବା ସହ ଗାଁକୁ ଚାଲିଯିବାକୁ କହିଥିଲେ।

ତାମିଲନାଡୁରୁ ମେ’ ୧୯ରେ ପୂରା ପରିବାର ବାହାରି ୨ ଦିନ ପରେ ଉତ୍ତର ପ୍ରଦେଶରେ ପହଞ୍ଚିଥିଲେ। ଶ୍ରୀରାମଙ୍କ ଝିଅ ରାଜ କୁମାରୀ କହିଛନ୍ତି, ଆମେ ଏଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ୧୦ କେଜି ଚାଉଳ ଓ ଡାଲି ମିଳିଥିଲା। ହେଲେ ଆମ ପରିବାର ବଡ଼ ଥିବାରୁ ଏଗୁଡ଼ିକ ଶେଷ ହୋଇଯାଇଥିଲା।

ଏହାପରେ ମୋ ମା’ ଓ ମୋର ଦୁଇ ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ବାପା ଏଠାରେ କାମ କରିବାକୁ ଉଦ୍ୟମ କରିଥିଲେ ହେଁ କେହି ବି ତାଙ୍କୁ ରଖି ନଥିଲେ। ଦୁଇ ଦିନ କିଛି ଖାଇବାକୁ ନ ମିଳିବାରୁ ବାପା ବାଧ୍ୟ ହୋଇ ୧୫ଶହ ଟଙ୍କାରେ ମା’ ପିନ୍ଧୁଥିବା ଅଳଙ୍କାରକୁ ବିକ୍ରି କରିଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story