ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ବଡ଼ଗ୍ରାମ୍ରେ ସେନାର ଏନ୍‌କାଉଣ୍ଟର ା ଏଥିରେ ଜଣେ ଲସ୍କର ଏ ତୋଏବା ଅାତଙ୍କବାଦୀ ନିହତ ହୋଇଛନ୍ତି ା ପୋଲିସ ସୂଚନା ମୁତାବକ ବଡ଼ଗ୍ରାମ ଜିଲ୍ଲାର ବିରବାହ ଅଞ୍ଚଳରେ ଅାତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା ା ପରେ ସୁରକ୍ଷାବଳ ଏବଂ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଅାରମ୍ଭ ହୋଇଥିଲା ା ସନ୍ଦିଗ୍ଧ ଅାତଙ୍କବାଦୀ ଲୁଚି ରହିଥିବା ଘର ଭିତରୁ ସେନା ଉପରକୁ ଗୁଳିମାଡ଼ କରିଥିଲା ା ଯାହା କଡ଼ା ଜବାବ […]

06d5b2e20bc73a00f361b29ad4183e2c

06d5b2e20bc73a00f361b29ad4183e2c

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 09:19 PM IST

Sports

Latest News

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ବଡ଼ଗ୍ରାମ୍ରେ ସେନାର ଏନ୍‌କାଉଣ୍ଟର ା ଏଥିରେ ଜଣେ ଲସ୍କର ଏ ତୋଏବା ଅାତଙ୍କବାଦୀ ନିହତ ହୋଇଛନ୍ତି ା ପୋଲିସ ସୂଚନା ମୁତାବକ ବଡ଼ଗ୍ରାମ ଜିଲ୍ଲାର ବିରବାହ ଅଞ୍ଚଳରେ ଅାତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା ା ପରେ ସୁରକ୍ଷାବଳ ଏବଂ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଅାରମ୍ଭ ହୋଇଥିଲା ା ସନ୍ଦିଗ୍ଧ ଅାତଙ୍କବାଦୀ ଲୁଚି ରହିଥିବା ଘର ଭିତରୁ ସେନା ଉପରକୁ ଗୁଳିମାଡ଼ କରିଥିଲା ା ଯାହା କଡ଼ା ଜବାବ ରଖିଥିଲେ ଯବାନ ା ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ର ଓ ଗୋଳା ବାରୁଦ ଜବତ ହୋଇଛି ା ଏନ୍‌କାଉଣ୍ଟର ବେଳେ ଜଣେ ସ୍ଥାନୀୟ ମହିଳା ଅାହତ ହୋଇଛନ୍ତି ା ଗତ କିଛି ଦିନ ତଳେ କୁପଓ୍ବାଡାରେ ସେନା ସହ ଅାତଙ୍କବାଦୀଙ୍କ ଏନ୍‌କାଉଣ୍ଟର ହୋଇଥିଲା ା ଯେଉଁଥିରେ ୪ ଜଣ ଅାତଙ୍କବାଦୀ ନିହତ ହୋଇଥିବା ବେଳେ ସହିଦ ହୋଇଥିଲେ ୫ ଜଣ ଯବାନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story