ନମାଜ ପାଠ ବେଳେ ନରସଂହାର, ୮୦ ଯବାନ ମୃତ

ଦୁବାଇ: ଆଜି ଅପରାହ୍ନରେ ୟେମେନର ମରିବରେ ଥିବା ମିଲିଟାରୀ କ୍ୟାମ୍ପ ଉପରେ ମିସାଇଲ ମାଡ଼ ସାଙ୍ଗଙ୍କୁ ଡ୍ରୋନରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୮୦ରୁ ଅଧିକ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ୟେମେନର ସେନା ଏହି ସୂଚନା ଦେଇଛି। ନମାଜ ପାଠବେଳେ ଆତଙ୍କବାଦୀମାନେ ଏହି ନରସଂହାର କରିଛନ୍ତି। ଏହି ଆକ୍ରମଣ ପଛରେ ଇରାନ ସମର୍ଥିତ ‘‘ହୁତି’’ ବିଦ୍ରୋହୀ ବୋଲି କୁହାଯାଉଛି। କାରଣ ୟେମେନ ସରକାର ‘ହୁତି’ ବିଦ୍ରୋହୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ […]

YEMENIC-ATTACK

YEMENIC-ATTACK

Subhransu Sekhar
  • Published: Sunday, 19 January 2020
  • Updated: 19 January 2020, 07:15 PM IST

Sports

Latest News

ଦୁବାଇ: ଆଜି ଅପରାହ୍ନରେ ୟେମେନର ମରିବରେ ଥିବା ମିଲିଟାରୀ କ୍ୟାମ୍ପ ଉପରେ ମିସାଇଲ ମାଡ଼ ସାଙ୍ଗଙ୍କୁ ଡ୍ରୋନରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୮୦ରୁ ଅଧିକ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ୟେମେନର ସେନା ଏହି ସୂଚନା ଦେଇଛି। ନମାଜ ପାଠବେଳେ ଆତଙ୍କବାଦୀମାନେ ଏହି ନରସଂହାର କରିଛନ୍ତି।

ଏହି ଆକ୍ରମଣ ପଛରେ ଇରାନ ସମର୍ଥିତ ‘‘ହୁତି’’ ବିଦ୍ରୋହୀ ବୋଲି କୁହାଯାଉଛି। କାରଣ ୟେମେନ ସରକାର ‘ହୁତି’ ବିଦ୍ରୋହୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ରହିଛି। ହେଲେ ନିକଟରେ ଏହା ଶାନ୍ତ ପଡ଼ିଥିଲା। ଯାହାକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଥିଲା।

ୟେମେନ ସେନା କହିଛି, ମରିବ ଶହରରେ ସେନାର ଶିବିର ରହିଛି। ଏହାରି ଭିତରେ ମସଜିଦ ରହିଛି। ନମାଜ ପାଠ ହେଉଥିବା ବେଳେ ମିସାଇଲ ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରାଯାଇଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲଙ୍କୁ ପଠାଇ ଦିଆଯାଇଛି। ହସ୍ପିଟାଲ ଅଧିକାରୀଙ୍କ ସୂଚନା ଅନୁଯାୟୀ ୮୩ ସେନାଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।
ୟେମେନ ରାଷ୍ଟ୍ରପତି ଅବେଦରବୋ ମନସୁର ହାଦୀ ଏଭଳି ଆକ୍ରମଣକୁ ନିନ୍ଦା କରିବା ସହିତ କାପୁରୁଷର ପରିଚୟ ବୋଲି କହିଛନ୍ତି।

ଏଭଳି ଘଟଣା ଘଟିବା ପୂର୍ବରୁ ସରକାର ଆତଙ୍କବାଦୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଉତ୍ତରରେ ଥିବା ନାହମରେ ସେନା ମୁତ୍ତୟନ କରିଥିଲେ। ଆଜି ‘ହୁତି’ ବିଦ୍ରୋହୀଙ୍କ ବିରୋଧରେ ୟେମେନ ସେନାମାନେ ନିଜର ଅଭିଯାନ ଜାରି ରଖିଛନ୍ତି। ଏହି ଅଭିଯାନ ବେଳେ ଅନେକ ‘ହୁତି’ ସମର୍ଥକଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story