ଆଶା ଦେଖାଇଲା ମଡର୍ଣ୍ଣା ଟିକା: କରୋନା ଉପରେ ୯୪% ଫଳପ୍ରଦ

ୱାଶିଂଟନ: କରୋନା ସଂକ୍ରମଣ ଭିତରେ ନୂଆ ଆଶା ସୃଷ୍ଟି କରିଛି ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ଣ୍ଣା। ଏହି ଆମେରିକୀୟ କମ୍ପାନୀ ପ୍ରସ୍ତୁତ କରିଥିବା ସମ୍ଭାବ୍ୟ କରୋନା ଟିକା ‘mRNA-1273’ ପରୀକ୍ଷା ବେଳେ ସକାରାତ୍ମକ ଫଳ ଦେଇଛି। ଉକ୍ତ ଟିକା କରୋନା ଉପରେ ୯୪.୫% ଫଳପ୍ରଦ ହେଉଥିବା ସଂସ୍ଥା ପକ୍ଷରୁ ଦାବି କରାଯାଇଛି। ବର୍ତ୍ତମାନ ଟିକାର ଶେଷ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ୩୦ ହଜାରରୁ ଅଧିକ ଲୋକଙ୍କ ଉପରେ ଏହାର ପ୍ରୟୋଗ କରାଯାଇଛି। ଏହି ପରୀକ୍ଷା ସମୟରେ ମିଳିଥିବା […]

fh

fh

Hemant Lenka
  • Published: Monday, 16 November 2020
  • Updated: 16 November 2020, 06:49 PM IST

Sports

Latest News

ୱାଶିଂଟନ: କରୋନା ସଂକ୍ରମଣ ଭିତରେ ନୂଆ ଆଶା ସୃଷ୍ଟି କରିଛି ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ଣ୍ଣା। ଏହି ଆମେରିକୀୟ କମ୍ପାନୀ ପ୍ରସ୍ତୁତ କରିଥିବା ସମ୍ଭାବ୍ୟ କରୋନା ଟିକା 'mRNA-1273' ପରୀକ୍ଷା ବେଳେ ସକାରାତ୍ମକ ଫଳ ଦେଇଛି। ଉକ୍ତ ଟିକା କରୋନା ଉପରେ ୯୪.୫% ଫଳପ୍ରଦ ହେଉଥିବା ସଂସ୍ଥା ପକ୍ଷରୁ ଦାବି କରାଯାଇଛି।

ବର୍ତ୍ତମାନ ଟିକାର ଶେଷ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ୩୦ ହଜାରରୁ ଅଧିକ ଲୋକଙ୍କ ଉପରେ ଏହାର ପ୍ରୟୋଗ କରାଯାଇଛି। ଏହି ପରୀକ୍ଷା ସମୟରେ ମିଳିଥିବା ପ୍ରାଥମିକ ରିପୋର୍ଟକୁ ଆଧାର କରି ମଡର୍ଣ୍ଣା ପକ୍ଷରୁ ସାରା ବିଶ୍ୱକୁ ଏହି ସୂଚନା ଦିଆଯାଇଛି।

ଏହାପୂର୍ବରୁ ଆମେରିକା ଆଉ ଏକ କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର ମଧ୍ୟ ଭଲ ଖବର ଦେଇଥିଲା। ସଂସ୍ଥା ପ୍ରସ୍ତୁତ କରିଥିବା ଟିକା କରୋନା ଉପରେ ୯୦% ପ୍ରଭାବ ଦେଖାଇ ପାରୁଥିବା ଘୋଷଣା କରାଯାଇଥିଲା। ଆଜି ମଡର୍ଣ୍ଣା ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ ପ୍ରଥମ ଅନ୍ତରୀଣ ଅନୁଶୀଳନ ପାଇଁ ସଂପୂର୍ଣ୍ଣ ଭାବେ କରୋନାରେ ଆକ୍ରାନ୍ତ ହୋଇଥିବା ୯୫ ଜଣ ରୋଗୀଙ୍କ ଉପରେ ଏହି ଟିକା ପ୍ରୟୋଗ କରାଯାଇଥିଲା।

ଫେଜ-୩ ଟ୍ରାଏଲରୁ ଜଣାପଡ଼ିଛି ଯେ ମଡର୍ଣ୍ଣା ପ୍ରସ୍ତୁତ କରିଥିବା ଟିକା କରୋନାକୁ ମାତ୍ ଦେବାକୁ ୯୪.୫% ଫିଟ୍। କେବଳ କରୋନା ନୁହେଁ, ଏକାଧିକ ରୋଗ ଏହି ଟିକାର ଦ୍ୱାରା ଭଲ ହେଉଥିବା ସଂସ୍ଥା ଦାବି କରିଛି। ବର୍ତ୍ତମାନ ଜରୁରୀ କାଳୀନ ଭିତ୍ତିରେ ଟିକାର ବ୍ୟବହାର କରିବାକୁ ଆମେରିକାର ଏଫଡିଏ ନିକଟରେ ଆବେଦନ କରାଯିବ। ତେବେ ଆଉ ୧୫୧ ଜଣ କରୋନା ରୋଗୀଙ୍କୁ ଏହା ଦିଆଯିବା ପରେ ସେହି ଅନୁଶୀଳନ ଆଧାରରେ ଜରୁରୀ କାଳୀନ ଭିତ୍ତିରେ ଟିକାର ବ୍ୟବହାର କରାଯାଇ ପାରିବ କି ନାହିଁ ତା’ହା ସ୍ପଷ୍ଟ ହେବ। କାରଣ ଏମାନଙ୍କୁ ଟିକା ଦିଆଯିବା ପରେ ୨ ମାସ ଯାଏ ଅପେକ୍ଷା କରାଯାଇଥିଲା।

ଯଦି ଆମେରିକା ଏଫଡିଏ ମଡର୍ଣ୍ଣା ଟିକାକୁ ଅନୁମତି ଦେବ, ତା’ହେଲେ ଦେଶରେ ଜରୁରୀ କାଳୀନ ଭିତ୍ତିରେ ଦୁଇଟି କମ୍ପାନୀର ଟିକା କରଣ କରାଯିବ। କାରଣ ପୂର୍ବରୁ ଫାଇଜର ମଧ୍ୟ ଜରୁରୀ କାଳୀନ ବ୍ୟବହାର କରିବାକୁ ଅନୁମତି ଲୋଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story