ବଜେଟ୍‌ ୨୦୧୯: କୃଷି ଏବଂ ନିଯୁକ୍ତି ବିଷୟରେ ଅର୍ଥନୀତିଜ୍ଞଙ୍କ ପରାମର୍ଶ ନେଲେ ମୋଦି

ନୂଆଦିଲ୍ଲୀ: ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍‌ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ସହିତ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ଅବସରରେ ବିଶେଷ କରି କୃଷି ଏବଂ ନିଯୁକ୍ତି ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏତଦ୍‌ବ୍ୟତୀତ ଦୁର୍ବଳ ହେଉଥିବା ଅର୍ଥନୀତିରେ ସୁଧାର ଆଣିବା ଦିଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି। ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ୪୦ ଜଣ ଅର୍ଥନୀତିଜ୍ଞ ଯୋଗ ଦେଇଥିଲେ। ଆଲୋଚନାଚକ୍ରର ନାମ ‘ଇକନମିକ୍‌ ପଲିସି- ଦି […]

modi

modi

Subrat Kumar Nayak
  • Published: Saturday, 22 June 2019
  • Updated: 22 June 2019, 09:18 PM IST

Sports

Latest News

ନୂଆଦିଲ୍ଲୀ: ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍‌ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ସହିତ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ଅବସରରେ ବିଶେଷ କରି କୃଷି ଏବଂ ନିଯୁକ୍ତି ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏତଦ୍‌ବ୍ୟତୀତ ଦୁର୍ବଳ ହେଉଥିବା ଅର୍ଥନୀତିରେ ସୁଧାର ଆଣିବା ଦିଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି। ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ୪୦ ଜଣ ଅର୍ଥନୀତିଜ୍ଞ ଯୋଗ ଦେଇଥିଲେ। ଆଲୋଚନାଚକ୍ରର ନାମ ‘ଇକନମିକ୍‌ ପଲିସି- ଦି ରୋଡ୍‌ ଆହେଡ୍‌’ ରଖାଯାଇଥିଲା।

ଏହି ଆଲୋଚନାରେ ଭାଗନେଇଥିବା ଅର୍ଥନୀତିଜ୍ଞମାନେ ମାକ୍ରୋ ଇକୋନମି ଏବଂ ନିଯୁକ୍ତି, କୃଷି ଏବଂ ଜଳସମ୍ପଦ, ରପ୍ତାନୀ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବାବଦରେ ମତ ଦେଇଥିଲେ। ସେମାନଙ୍କ ପରାମର୍ଶ ପାଇଁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କୃଷି ଏବଂ ଉତ୍ପାଦନରେ ଖରାପ ପ୍ରଦର୍ଶନ ପାଇଁ ଭାରତର ଅଭିବୃଦ୍ଧି ହାର ଗତ ଆର୍ଥିକ ବର୍ଷର ଶେଷ କ୍ୱାର୍ଟରରେ ୫.୮%କୁ ଖସିଆସିଥିଲା। ଏହା ଚାଇନାଠାରୁ ମଧ୍ୟ କମ୍‌ ଥିଲା। ଏହାକୁ ଆଖି ଆଗରେ ରଖି ପ୍ରଶାସନିକ ସ୍ତରରେ ମୋଦି ପରାମର୍ଶ ନେବା ସହ ଏସବୁ ବଜେଟ୍‌ରେ କିଭଳି ଗୁରୁତ୍ୱ ପାଇବ ସେ ପ୍ରୟାସରେ ଲାଗିଛନ୍ତି। ବର୍ତ୍ତମାନ ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଦିଆଯିବାକୁ ଥିବାବେଳେ କୃଷି ସମସ୍ୟାର ସମାଧାନ କରି କୃଷି କ୍ଷେତ୍ରରେ ଆୟ ବଢ଼ାଇବାକୁ ମଧ୍ୟ ପଦକ୍ଷେପ ନିଆଯିବାର ଯୋଜନା ଅଛି।

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ରାଓ ଇନ୍ଦ୍ରଜିତ ସିଂହ ମଧ୍ୟ ଯୋଗଦେଇଥିଲେ। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ୫ରେ ସାଧାରଣ ବଜେଟ୍‌ ଉପସ୍ଥାପିତ ହେବା ପୂର୍ବରୁ ଏହି ବୈଠକ ଡକାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ମୋଦିଙ୍କ ବାସଭବନଠାରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ଅର୍ଥ ମନ୍ତ୍ରଣାଳୟର ୫ ଜଣ ସଚିବ ଏବଂ ନୀତି ଆୟୋଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story