ଗାନ୍ଧୀନଗରରେ ମୋଦିଙ୍କ ନର୍ବାଚନୀ ରାଲି: କହିଲେ ୨୦୧୯ରେ ବିଜେପିକୁ ଜିତାଅ, ୨୦୨୪ ପାଇଁ ଚିନ୍ତା କର

ଗାନ୍ଧିନଗର:  ଆଗକୁ ଅଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା ହୋଇ ନଥିଲେ ବି ଗୁଜରାଟରେ ରାଜନୈତିକ ତାତି ଦେଖିବାକୁ ମିଳୁଛି। ଆଗାମୀ ନିର୍ବାଚନରେ ବିଜେପି ନିଜ ଗଡ଼ ସୁରକ୍ଷିତ ରଖିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ଏନେଇ ଗାନ୍ଧିନଗରରେ ଗୁଜରାଟ ଗୌରବ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ରାଲି କରିଛନ୍ତି। ସେଠାରେ ପ୍ରାୟ ୭ ଲକ୍ଷ ଜନସାଧାରଣଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ୨୦୧୯ରେ ବିଜେପିକୁ ଜିତାଅ, ୨୦୨୪ ପାଇଁ ଚିନ୍ତା କର। ଏହି ଅବସରରେ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 08:26 PM IST

ଗାନ୍ଧିନଗର:  ଆଗକୁ ଅଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା ହୋଇ ନଥିଲେ ବି ଗୁଜରାଟରେ ରାଜନୈତିକ ତାତି ଦେଖିବାକୁ ମିଳୁଛି। ଆଗାମୀ ନିର୍ବାଚନରେ ବିଜେପି ନିଜ ଗଡ଼ ସୁରକ୍ଷିତ ରଖିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ଏନେଇ ଗାନ୍ଧିନଗରରେ ଗୁଜରାଟ ଗୌରବ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ରାଲି କରିଛନ୍ତି। ସେଠାରେ ପ୍ରାୟ ୭ ଲକ୍ଷ ଜନସାଧାରଣଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ୨୦୧୯ରେ ବିଜେପିକୁ ଜିତାଅ, ୨୦୨୪ ପାଇଁ ଚିନ୍ତା କର।

ଏହି ଅବସରରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଅମିତ୍ ଶାହ ମ୍ୟାନ୍ ଅଫ୍ ଦ ମ୍ୟାଚ ବୋଲି କହିଛନ୍ତି ମୋଦି। ସେହିଭଳି କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଛନ୍ତି ମୋଦି। ବିକାଶକୁ ମଜାକ୍‌ରେ ଉଡ଼ାଉଥିବା ଦଳ କଂଗ୍ରେସ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story