୨୭ ସେପ୍ଟେମ୍ୱରରେ ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍!

ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେବେ ବୋଲି ସୂଚନା ରହିଛି। ଏହି ମଞ୍ଚରେ ମୋଦି କଶ୍ମୀର ପ୍ରସଙ୍ଗରେ କିଛି କହିବେ ନାହିଁ ବୋଲି ଜଣାପଡ଼ିଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିପାରନ୍ତି। ଆମେରିକାର ନ୍ୟୁୟର୍କରେ ଆୟୋଜିତ ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶ ସହ ଉଚ୍ଚ ସ୍ତରୀୟ ବୈଠକ କରିପାରନ୍ତି। ୨୦୧୪ରେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁଏନଜିଏରେ ଉଦବୋଧନ […]

MODI IMRAN

MODI IMRAN

Subhransu Sekhar
  • Published: Friday, 30 August 2019
  • Updated: 30 August 2019, 05:05 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେବେ ବୋଲି ସୂଚନା ରହିଛି। ଏହି ମଞ୍ଚରେ ମୋଦି କଶ୍ମୀର ପ୍ରସଙ୍ଗରେ କିଛି କହିବେ ନାହିଁ ବୋଲି ଜଣାପଡ଼ିଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିପାରନ୍ତି।

ଆମେରିକାର ନ୍ୟୁୟର୍କରେ ଆୟୋଜିତ ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶ ସହ ଉଚ୍ଚ ସ୍ତରୀୟ ବୈଠକ କରିପାରନ୍ତି। ୨୦୧୪ରେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁଏନଜିଏରେ ଉଦବୋଧନ ଦେଇ ସାରିଛନ୍ତି। ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ୟୁଏନଜିଏରେ ଦ୍ୱିତୀୟ ଥର ପାଇଁ ଉଦବୋଧନ ଦେବେ ବୋଲି ସୂଚନା ରହିଛି।

ଜାତିସଂଘରେ ୨୪ ସେପ୍ଚେମ୍ୱରରୁ ୩୦ ସେପ୍ଚେମ୍ୱର ମଧ୍ୟରେ ସାଧାରଣ ବିତର୍କ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଚେମ୍ୱର ୨୪ ତାରିଖରେ ଉଦବୋଧନ ଦେଇ ପାରନ୍ତି।

ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଜାତିସଂଘ ବୈଠକରେ ଯୋଗ ଦେଇପାରନ୍ତି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବାବଦରେ ଏହି ମଞ୍ଚ ଜରିଆରେ ଅନ୍ୟ ରାଷ୍ଟ୍ର ସାମ୍ନାରେ ନିଜର ମତ ରଖିବ ପାକିସ୍ତାନ।

ସୂଚନାଯୋଗ୍ୟ, ୨୦୧୬ରେ ବୈଦେଶିକ ମନ୍ତ୍ରୀ ଥିବା ବେଳେ ସ୍ୱର୍ଗତ ସୁଷମା ସ୍ୱରାଜ ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗରେ କଡ଼ା ଅଭିଭାଷଣ ରଖିଥିଲେ। ଯାହାକି ପାକିସ୍ତାନର ମୁହଁ ବନ୍ଦ କରି ଦେଇଥିଲା। ସେତେବେଳେ ସୁଷମାଙ୍କ ଅଭିଭାଷଣକୁ ବିରୋଧୀ ଦଳ ମଧ୍ୟ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story