ମୋଦିଙ୍କୁ ଟାର୍ଗେଟ କଲେ ଆଜମ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ନଗର ବିକାଶ ମନ୍ତ୍ରୀ ଆଜମ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୋଦି ପାକିସ୍ତାନ ଯାଇ  ନୱାଜ ସରିଫଙ୍କ ମା’ଙ୍କ ପାଦ ଛୁଉଁଛନ୍ତି। କିନ୍ତୁ ମୋଦି ତାଙ୍କ ପତ୍ନୀଙ୍କୁ କେବେ ନିଜ ପାଖକୁ ଆଣିବେ, ଦେଶ ଏହା ଜାଣିବାକୁ ଚାହୁଁଛି।” ଆଜମ  ମୋଦିଙ୍କୁ  ବାଦଶାହା କହିଛନ୍ତି। ସେ କହିଛନ୍ତି, ବାଦଶାହା ନିଜ  ମା’ଙ୍କୁ ନିଜ ପାଖକୁ ନେଇଆସିଛନ୍ତି। ଯଦି ଏହାପରେ ତାଙ୍କ ପତ୍ନୀଙ୍କୁ ନିଜ ପାଖକୁ ନେଇ ଆସନ୍ତି […]

azam-khan

azam-khan

Rakesh Mallick
  • Published: Friday, 17 June 2016
  • Updated: 17 June 2016, 03:34 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ନଗର ବିକାଶ ମନ୍ତ୍ରୀ ଆଜମ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୋଦି ପାକିସ୍ତାନ ଯାଇ  ନୱାଜ ସରିଫଙ୍କ ମା’ଙ୍କ ପାଦ ଛୁଉଁଛନ୍ତି। କିନ୍ତୁ ମୋଦି ତାଙ୍କ ପତ୍ନୀଙ୍କୁ କେବେ ନିଜ ପାଖକୁ ଆଣିବେ, ଦେଶ ଏହା ଜାଣିବାକୁ ଚାହୁଁଛି।”

ଆଜମ  ମୋଦିଙ୍କୁ  ବାଦଶାହା କହିଛନ୍ତି। ସେ କହିଛନ୍ତି, ବାଦଶାହା ନିଜ  ମା’ଙ୍କୁ ନିଜ ପାଖକୁ ନେଇଆସିଛନ୍ତି। ଯଦି ଏହାପରେ ତାଙ୍କ ପତ୍ନୀଙ୍କୁ ନିଜ ପାଖକୁ ନେଇ ଆସନ୍ତି ତାହାହେଲେ ମୁଁ  ତାଙ୍କୁ ଧନ୍ୟବାଦ  ଜଣାଇବି।”

ମୋଦିଙ୍କୁ କଟାକ୍ଷ କରି ଆଜମ କହିଛନ୍ତି, “ମୋଦି ନିଜ ପତ୍ନୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି, ସେ କଣ ଦେଶର ମହିଳାମାନଙ୍କୁ ତାଙ୍କ ଅଧିକାର ଦେବେ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story