ମୋଦିଙ୍କୁ ଟାର୍ଗେଟ କଲେ ଆଜମ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ନଗର ବିକାଶ ମନ୍ତ୍ରୀ ଆଜମ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୋଦି ପାକିସ୍ତାନ ଯାଇ  ନୱାଜ ସରିଫଙ୍କ ମା’ଙ୍କ ପାଦ ଛୁଉଁଛନ୍ତି। କିନ୍ତୁ ମୋଦି ତାଙ୍କ ପତ୍ନୀଙ୍କୁ କେବେ ନିଜ ପାଖକୁ ଆଣିବେ, ଦେଶ ଏହା ଜାଣିବାକୁ ଚାହୁଁଛି।”

ଆଜମ  ମୋଦିଙ୍କୁ  ବାଦଶାହା କହିଛନ୍ତି। ସେ କହିଛନ୍ତି, ବାଦଶାହା ନିଜ  ମା’ଙ୍କୁ ନିଜ ପାଖକୁ ନେଇଆସିଛନ୍ତି। ଯଦି ଏହାପରେ ତାଙ୍କ ପତ୍ନୀଙ୍କୁ ନିଜ ପାଖକୁ ନେଇ ଆସନ୍ତି ତାହାହେଲେ ମୁଁ  ତାଙ୍କୁ ଧନ୍ୟବାଦ  ଜଣାଇବି।”

ମୋଦିଙ୍କୁ କଟାକ୍ଷ କରି ଆଜମ କହିଛନ୍ତି, “ମୋଦି ନିଜ ପତ୍ନୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି, ସେ କଣ ଦେଶର ମହିଳାମାନଙ୍କୁ ତାଙ୍କ ଅଧିକାର ଦେବେ?”

ଆହୁରି ପଢ଼ନ୍ତୁ

ପରୀକ୍ଷାରେ ସବୁ ବିଷୟରେ ସମାନ ମାର୍କ ରଖିଲେ ଯମଜ ଭଉଣୀ

ମା’ ହେବାକୁ କମୁଛି ଆଗ୍ରହ, ବିଶ୍ୱ ଜନସଂଖ୍ୟା କମିବ!

କରୋନା ଚାପ ଦୂର କରିବାକୁ ଗଛ କୁଣ୍ଢାଉଛନ୍ତି ଏହି ଦେଶର ଲୋକେ

କଶ୍ମୀରରୁ ପୁଣି ଜଣେ ବିଜେପି ନେତାଙ୍କୁ ଅପହରଣ

ଜିଓ ଲଞ୍ଚ କରିବ ସ୍ୱଦେଶୀ ୫ଜି ସେବା, ଅମ୍ବାନୀ ଘୋଷଣା କଲେ ଅନେକ ବଡ଼ ଯୋଜନା

ହଳହଳ ହଳଦିଆ ବେଙ୍ଗର ଭିଡିଓ ଭାଇରାଲ, ମହିଳା ବେଙ୍ଗଙ୍କୁ ଆକର୍ଷିତ କରିବାକୁ ବଦଳାନ୍ତି ରଙ୍ଗ

ରିଙ୍ଗ୍ ଟୋନ୍‌ ସହ ତାଳ ଦେଇ ଡ୍ୟାନ୍ସ କରୁଛି ଚଢ଼େଇ, ଦେଖନ୍ତୁ ଭିଡିଓ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ୍‌ ହାର କେତେ ଜାଣନ୍ତୁ

କାହିଁକି ଏଯାଏ ସଚିନ ପାଇଲଟଙ୍କୁ ବହିଷ୍କାର କରୁନି କଂଗ୍ରେସ, ଜାଣନ୍ତୁ କାରଣ

ଦୀର୍ଘ ୧୫ ଘଣ୍ଟା ଧରି ଆଲୋଚନା କଲେ ଭାରତ ଓ ଚାଇନା, ଏବେ ତୁଟିବ କି ବିବାଦ

ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି

ମହମ୍ମଦ ଉସମାନ: ପାକ୍‌ ସେନା ମୁଖ୍ୟ ହେବାକୁ ମିଳିଥିଲା ଅଫର, କିନ୍ତୁ ଭାରତ ପାଇଁ ସହିଦ ହେଲେ