ମୋଦି ସରକାର ସାଧାରଣ ଲୋକଙ୍କୁ ଅଣଦେଖା କରୁଛି: ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ମରୁଡି ସମସ୍ୟା ନେଇ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ  କରିଛି ଶିବସେନା। ଦଳୀୟ ମୁଖପତ୍ର “ସାମନା”ରେ ଲେଖାଯାଇଛି ମୋଦି ସରକାର ସାଧାରଣ ଲୋକଙ୍କୁ ଅଣଦେଖା କରୁଛି। ଶିବସେନା ପକ୍ଷରୁ  ଆହୁରି ମଧ୍ୟ କୁହାଯାଇଛି, “ବିଜେପି ନେତାମାନେ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ବିଏ ପାସ ଓ ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ବିଷୟରେ ପରେ କହିବେ। ମହାରାଷ୍ଟ୍ରର ମରୁଡି କ୍ଷତିଗ୍ରସ୍ତଙ୍କ କଥା ଆଗେ ଶୁଣନ୍ତୁ। ରାଜ୍ୟ ସରକାର ମହାରାଷ୍ଟ୍ରର ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ୧୦ ହଜାର […]

modi

modi

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 09:39 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ମରୁଡି ସମସ୍ୟା ନେଇ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ  କରିଛି ଶିବସେନା। ଦଳୀୟ ମୁଖପତ୍ର “ସାମନା”ରେ ଲେଖାଯାଇଛି ମୋଦି ସରକାର ସାଧାରଣ ଲୋକଙ୍କୁ ଅଣଦେଖା କରୁଛି।

ଶିବସେନା ପକ୍ଷରୁ  ଆହୁରି ମଧ୍ୟ କୁହାଯାଇଛି, “ବିଜେପି ନେତାମାନେ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ବିଏ ପାସ ଓ ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ବିଷୟରେ ପରେ କହିବେ। ମହାରାଷ୍ଟ୍ରର ମରୁଡି କ୍ଷତିଗ୍ରସ୍ତଙ୍କ କଥା ଆଗେ ଶୁଣନ୍ତୁ। ରାଜ୍ୟ ସରକାର ମହାରାଷ୍ଟ୍ରର ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ୧୦ ହଜାର କୋଟି ଟଙ୍କା ମାଗିଛନ୍ତି। କେନ୍ଦ୍ର ସରକାର ତାହା ଶୀଘ୍ର ଦିଅନ୍ତୁ।”

“ସମାନା”ରେ ମୋଦି ସରକାରଙ୍କୁ ଆଉ ଥରେ ସମାଲୋଚନା କରାଯାଇଛି,“କୁହାଯାଇଛି ରାଜ୍ୟରେ ୫୦୦୦ ଟ୍ୟାଙ୍କର  ଯୋଗାଇ ଦିଆଯାଉଛି।ସେଥିରୁ ୩୦୦୦ରୁ ଅଧିକ ଟ୍ୟାଙ୍କର ମରାଠାୱାଡାରେ ଅଛି। ଏହାକୁ ଦେଖିଲେ ମରୁଡିଗ୍ରସ୍ତ ମହାରାଷ୍ଟ୍ର ଟ୍ୟାଙ୍କର ଗ୍ରସ୍ତ ହୋଇଗଲାଣି। ଏପରିସ୍ଥିତିର ପ୍ରଭାବ ରାଜ୍ୟ ଉନ୍ନତି ଉପରେ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story