ମୋଦିଙ୍କ ପାଖକୁ ନିୟମିତ ମିଠା ପଠାନ୍ତି ମମତା ବାନାର୍ଜୀ

ନୂଆଦିଲ୍ଲୀ: ନିଜର ଘୋର ବିରୋଧୀଙ୍କୁ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଅନେକ ଭଲ ବନ୍ଧୁ ରହିଛନ୍ତି ତାଙ୍କ ମଧ୍ୟରୁ ମମତା ବାନାର୍ଜି ଅନ୍ୟତମ ବୋଲି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ସେ କହିଛନ୍ତି। ସୂଚନାଯୋଗ୍ୟ, ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ଏକ ନିଆରା ସାକ୍ଷାତକାରରେ ସେ ଏହା କହିଛନ୍ତି। ଏହି ସାକ୍ଷାତକାରରେ ସେ ଅକ୍ଷୟ କୁମାରଙ୍କ ସହ ରାଜନୀତିକ ପ୍ରସଙ୍ଗ ଛାଡ଼ି ନିଜ ବ୍ୟକ୍ତିଗତ ଜୀବନଶୈଳୀ ଉପରେ ଆଲୋକପାତ […]

PMModiAkshay

PMModiAkshay

Subhransu Sekhar
  • Published: Wednesday, 24 April 2019
  • Updated: 24 April 2019, 11:39 AM IST

Sports

Latest News

ନୂଆଦିଲ୍ଲୀ: ନିଜର ଘୋର ବିରୋଧୀଙ୍କୁ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଅନେକ ଭଲ ବନ୍ଧୁ ରହିଛନ୍ତି ତାଙ୍କ ମଧ୍ୟରୁ ମମତା ବାନାର୍ଜି ଅନ୍ୟତମ ବୋଲି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ସେ କହିଛନ୍ତି।
ସୂଚନାଯୋଗ୍ୟ, ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ଏକ ନିଆରା ସାକ୍ଷାତକାରରେ ସେ ଏହା କହିଛନ୍ତି। ଏହି ସାକ୍ଷାତକାରରେ ସେ ଅକ୍ଷୟ କୁମାରଙ୍କ ସହ ରାଜନୀତିକ ପ୍ରସଙ୍ଗ ଛାଡ଼ି ନିଜ ବ୍ୟକ୍ତିଗତ ଜୀବନଶୈଳୀ ଉପରେ ଆଲୋକପାତ କରିଛନ୍ତି।

ଵାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଢାକାରୁ ବର୍ଷରେ ତିନି ଚାରି ଥର ମିଠା ତାଙ୍କ ପାଇଁ ପଠାନ୍ତି ବୋଲି ସେ କହିଛନ୍ତି। ଏମିତିକି ଏହା ଜାଣିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପ୍ରତିବର୍ଷ ତାଙ୍କୁ ମିଠା ସହିତ କୁର୍ତ୍ତା ପଠାନ୍ତି ବୋଲି ସେ କହିଛନ୍ତି। ଏବଂ ମମତା ନିଜେ ବ୍ୟକ୍ତିଗତ ଭାବେ ଯାଇ ମୋଦିଙ୍କ ପାଇଁ କୁର୍ତ୍ତା ପସନ୍ଦ କରନ୍ତି ବୋଲି ସେ କହିଛନ୍ତି।
ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ସଂସଦକୁ କାମ ପାଇଁ ସେ ଯାଇଥିଲେ। ସେଠାରେ କଂଗ୍ରେସର ବରିଷ୍ଠ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସହ ଦେଖା ହୋଇଥିଲା। ଉଭୟ ଏକ ସାଙ୍ଗରେ ବିଭିନ୍ନ ପ୍ରସଙ୍ଗରେ ଆଳାପ କରିଥଲେ। ଏମିତିକି ଦୁଇ ଜଣ ଏକା ସାଙ୍ଗରେ ବାହାରକୁ ଆସିବା ବେଳେ ମିଡ଼ିଆ କର୍ମୀ ମୋଦିଙ୍କୁ ପ୍ରଶ୍ନ କରିଥିଲେ ଆରଏସଏସ କର୍ମୀ ହୋଇଥିବା ବେଳେ ଗୁଲାମ ନବୀ ଆଜାଦଙ୍କ ସହ କିଭଳି ମିଶୁଛ? ଜବାବରେ ଗୁଲାମ ନବୀ ଆଜାଦ କହିଥିଲେ ଆମେ ଗୋଟିଏ ପରିବାରର। ରାଜନୀତି ପ୍ରସଙ୍ଗ ଅଲଗା, କିନ୍ତୁ ବ୍ୟକ୍ତିଗତ ଭାବରେ ଆମେ ସମସ୍ତଙ୍କ ସହ ଗୋଟିଏ ପରିବାରର ସଦସ୍ୟ  ଭଳି ମିଶୁ ବୋଲି ଗୁଲମ ନବୀ ଆଜାଦ କହିଥିବା ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story