ମୋଦିଙ୍କ ଉପରେ ବର୍ଷିଲେ କପିଲ୍‌ ଶର୍ମା

ନୂଆଦିଲ୍ଲୀ: ଲାଞ୍ଚ ମାଗିବାକୁ ନେଇ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି କମେଡିଆନ୍‌ କପିଲ୍‌ ଶର୍ମା। ସରକାରୀ ସଂସ୍ଥାର ସିଷ୍ଟମକୁ ନେଇ ସେ ପ୍ରଶ୍ନ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି। ମୁମ୍ୱାଇରେ ସେ ଏକ ଅଫିସ୍‌ ଖୋଲିବାକୁ  ଚାହୁଁଥିବା ବେଳେ ଏଥିପାଇଁ ତାଙ୍କୁ ବିଏମ୍‌ସି ଅଧିକାରୀମାନେ ୫ ଲକ୍ଷ ଟଙ୍କା ମାଗିଥିବା କପିଲ୍‌ କହିଛନ୍ତି। ସମସ୍ତଙ୍କୁ ହସେଇ ହସେଇ ବେଦମ୍‌ କରୁଥିବା କପିଲ୍‌ ଶର୍ମା ତାଙ୍କୁ ଲାଞ୍ଚ ମାଗିବା ନେଇ ଟ୍ୱିଟ୍‌ରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସେ  ଟ୍ୱିଟ୍‌ରେ […]

kapil

kapil

Rakesh Mallick
  • Published: Friday, 09 September 2016
  • Updated: 09 September 2016, 01:51 PM IST

Sports

Latest News

ନୂଆଦିଲ୍ଲୀ: ଲାଞ୍ଚ ମାଗିବାକୁ ନେଇ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି କମେଡିଆନ୍‌ କପିଲ୍‌ ଶର୍ମା। ସରକାରୀ ସଂସ୍ଥାର ସିଷ୍ଟମକୁ ନେଇ ସେ ପ୍ରଶ୍ନ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି। ମୁମ୍ୱାଇରେ ସେ ଏକ ଅଫିସ୍‌ ଖୋଲିବାକୁ  ଚାହୁଁଥିବା ବେଳେ ଏଥିପାଇଁ ତାଙ୍କୁ ବିଏମ୍‌ସି ଅଧିକାରୀମାନେ ୫ ଲକ୍ଷ ଟଙ୍କା ମାଗିଥିବା କପିଲ୍‌ କହିଛନ୍ତି।

ସମସ୍ତଙ୍କୁ ହସେଇ ହସେଇ ବେଦମ୍‌ କରୁଥିବା କପିଲ୍‌ ଶର୍ମା ତାଙ୍କୁ ଲାଞ୍ଚ ମାଗିବା ନେଇ ଟ୍ୱିଟ୍‌ରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସେ  ଟ୍ୱିଟ୍‌ରେ ଲେଖିଛନ୍ତି,“ ଏ କ’ଣ ଆପଣଙ୍କ ଆଚ୍ଛା ଦିନ୍‌।  ଗତ ୫ ବର୍ଷରେ ମୁଁ ୧୫ କୋଟି ଟଙ୍କା ଇନ୍‌କମ୍ ଟ୍ୟାକ୍ସ ଦେଇଛି। କିନ୍ତୁ ଅଫିସ୍‌ କାମ କରିବାକୁ ୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos