ମୋତେ ଗିରଫ କରି ଦେଲେ ଟଙ୍କା ମିଳିଯିବ ନାହିଁ: ବିଜୟ ମାଲ୍ୟା

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ କରି ବ୍ରିଟେନ୍‌ ପଳାଇଥିବା ବିଜୟ ମାଲ୍ୟା କହିଛନ୍ତି ଯେ ବର୍ତ୍ତମାନ ଭାରତ ଫେରିବାର ତାଙ୍କର କୌଣସି ଯୋଜନା ନାହିଁ। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବ୍ରିଟିଶ ହାଇ କମିଶନଙ୍କୁ ଚିଠି ଲେଖି ବିଜୟ ମାଲ୍ୟାଙ୍କ ହସ୍ତାନ୍ତର ଲାଗି ଅନୁରୋଧ କରାଯିବାର ଗୋଟିଏ ଦିନ ପରେ ସେ ଏପରି ବିବୃତି ଦେଇଛନ୍ତି। ଫାଇନାନ୍‌ସିଆଲ ଟାଇମ୍ସକୁ ସାକ୍ଷାତକାର ଦେଇ ମାଲ୍ୟା କହିଛନ୍ତି, “ମୋତେ ଗିରଫ କରିଦେଲେ ଟଙ୍କା ମିଳିଯିବ ନାହିଁ। […]

vijay

vijay

Rakesh Mallick
  • Published: Friday, 29 April 2016
  • Updated: 29 April 2016, 02:19 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ କରି ବ୍ରିଟେନ୍‌ ପଳାଇଥିବା ବିଜୟ ମାଲ୍ୟା କହିଛନ୍ତି ଯେ ବର୍ତ୍ତମାନ ଭାରତ ଫେରିବାର ତାଙ୍କର କୌଣସି ଯୋଜନା ନାହିଁ। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବ୍ରିଟିଶ ହାଇ କମିଶନଙ୍କୁ ଚିଠି ଲେଖି ବିଜୟ ମାଲ୍ୟାଙ୍କ ହସ୍ତାନ୍ତର ଲାଗି ଅନୁରୋଧ କରାଯିବାର ଗୋଟିଏ ଦିନ ପରେ ସେ ଏପରି ବିବୃତି ଦେଇଛନ୍ତି।

ଫାଇନାନ୍‌ସିଆଲ ଟାଇମ୍ସକୁ ସାକ୍ଷାତକାର ଦେଇ ମାଲ୍ୟା କହିଛନ୍ତି, “ମୋତେ ଗିରଫ କରିଦେଲେ ଟଙ୍କା ମିଳିଯିବ ନାହିଁ। ମୁଁ ଟଙ୍କା ଦେବାକୁ ପ୍ରସ୍ତୁତ ଥିଲି। ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ ଚାଲିଥିଲା। ହେଲେ ବ୍ୟାଙ୍କ ଗୁଡିକ ଆମ ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ।”

ମାର୍ଚ୍ଚ ୨ ତାରିଖରୁ ମାଲ୍ୟା ୟୁକେରେ ରହୁଛନ୍ତି। ଭାରତ ସରକାର ତାଙ୍କୁ ଫେରାଇ ଆଣିବାକୁ କୂଟନୈତିକ ପଦକ୍ଷେପ ନେବା ଆରମ୍ଭ କରି ଦେଇଛନ୍ତି। ଗତକାଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ବ୍ରିଟିଶ ହାଇ କମିଶନଙ୍କୁ ଚିଠି ଲେଖା ଯାଇଥିବା ବେଳେ ଲଣ୍ଡନସ୍ଥିତ ଭାରତୀୟ ଉଚାୟୁକ୍ତ ମୌଖିକ ଭାବେ ଏହି ମାମଲା ବ୍ରିଟେନର ବିଦେଶ ମନ୍ତ୍ରାଳୟ ଓ ରାଷ୍ଟ୍ରମଣ୍ଡଳ କାର୍ଯ୍ୟାଳୟରେ ଉଠାଇଛନ୍ତି। ସେ ନିୟମିତ ବ୍ରିଟିଶ ଅଧିକାରୀମାନଙ୍କ ସହ ଏହି ମାମଲାରେ ଆଲୋଚନା ଜାରି ରଖିଥିବା କହିଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କରନଲ ସିଂ ବୈଦେଶିକ ମନ୍ତ୍ରାଳୟକୁ ଚିଠି ଲେଖି ଏହି ମାମଲାରେ କୂଟନୈତିକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story