ଗାଡ଼ି ରେଜିଷ୍ଟ୍ରେସନ ପାଇଁ ୨ଟି ହେଲମେଟ୍ ବାଧ୍ୟତାମୂଳକ

ଭୋପାଲ: ମଧ୍ୟପ୍ରଦେଶରେ ଦୁଇ ଚକିଆ ଗାଡ଼ି ପଞ୍ଜିକରଣ କରିବା ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଗାଡ଼ି ପଞ୍ଜିକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ପାଖରେ ଦୁଇଟି ହେଲମେଟ୍ ଅଛି କି ନାହିଁ, ତାର ପ୍ରମାଣ ଦେଖାଇବାକୁ ପଡ଼ିବ। ରାଜ୍ୟର ପରିବହନ ସଚିବ ଶୈଳେନ୍ଦ୍ର ଶ୍ରୀବାସ୍ତବ ଗତକାଲି ଏହି ସୂଚନା ଦେଇଛନ୍ତି। ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ମୋଟର […]

helmet

helmet

Subhransu Sekhar
  • Published: Saturday, 15 June 2019
  • Updated: 15 June 2019, 02:41 PM IST
ଭୋପାଲ: ମଧ୍ୟପ୍ରଦେଶରେ ଦୁଇ ଚକିଆ ଗାଡ଼ି ପଞ୍ଜିକରଣ କରିବା ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଗାଡ଼ି ପଞ୍ଜିକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ପାଖରେ ଦୁଇଟି ହେଲମେଟ୍ ଅଛି କି ନାହିଁ, ତାର ପ୍ରମାଣ ଦେଖାଇବାକୁ ପଡ଼ିବ। ରାଜ୍ୟର ପରିବହନ ସଚିବ ଶୈଳେନ୍ଦ୍ର ଶ୍ରୀବାସ୍ତବ ଗତକାଲି ଏହି ସୂଚନା ଦେଇଛନ୍ତି। ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ମୋଟର ଯାନ ଆକ୍ଟ ୧୯୮୮ ଅନୁଯାୟୀ ଜଣେ ୨ ଚକିଆ ଗାଡ଼ି ଚଳାଉଥିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ। ହେଲେ ଏବେ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏମପି ସରକାର ସହଯାତ୍ରୀ ମଧ୍ୟ ହେଲମେଟ୍ ପିନ୍ଧିବା ଦରକାର ବୋଲି କହିଛନ୍ତି।
ପୂର୍ବରୁ ୨୦୧୬ ମସିହା ମେ ୩୧ରେ ଗାଡ଼ି ଚାଳକଙ୍କ ସୁରକ୍ଷାକୁ  ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ନିରଂଜନ ସାହୁ ନୋ ହେଲମେଟ୍, ନୋ ପେଟ୍ରୋଲ ନିୟମ କରିଥିଲେ। ଅର୍ଥାତ୍ ପେଟ୍ରୋଲ ପକାଇଲା ବେଳେ ଗାଡ଼ି ଚାଳକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଆଉ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲାପାଳ ଏହି ନିୟମକୁ ନେଇ ଅନେକ ପ୍ରଶଂସା ପାଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଏହି ଧାରାକୁ ଆପଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story