୨୬/୧୧ ମୁମ୍ବାଇ ଆକ୍ରମଣକୁ ୮ ବର୍ଷ ପୂରିଲା

ମୁମ୍ବାଇ: ଆଜି ହେଉଛି ନଭେମ୍ବର ୨୬ ତାରିଖ। ୨୦୦୮ ମସିହା ଆଜିର ଦିନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା ମୁମ୍ବାଇ ସହର। ୧୬୪ ଜଣ ନାଗରିକ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣରେ ସାରା ଦେଶ ଦୋହଲି ଯାଇଥିଲା। ଏହି ଆକ୍ରମଣକୁ ଆଜି ୮ ବର୍ଷ ପୂରିଛି। ଲଶ୍କର-ଏ-ତୋଏବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ। ଏହି ଆତଙ୍କବାଦୀମାନେ ସେମାନଙ୍କ ତାଣ୍ଡବ ମୁମ୍ବାଇର ରେଳ ଷ୍ଟେସନ୍ ଛତ୍ରପତି […]

taj

taj

Rakesh Mallick
  • Published: Saturday, 26 November 2016
  • Updated: 26 November 2016, 08:15 AM IST

Sports

Latest News

tajମୁମ୍ବାଇ: ଆଜି ହେଉଛି ନଭେମ୍ବର ୨୬ ତାରିଖ। ୨୦୦୮ ମସିହା ଆଜିର ଦିନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା ମୁମ୍ବାଇ ସହର। ୧୬୪ ଜଣ ନାଗରିକ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣରେ ସାରା ଦେଶ ଦୋହଲି ଯାଇଥିଲା। ଏହି ଆକ୍ରମଣକୁ ଆଜି ୮ ବର୍ଷ ପୂରିଛି।

ଲଶ୍କର-ଏ-ତୋଏବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ। ଏହି ଆତଙ୍କବାଦୀମାନେ ସେମାନଙ୍କ ତାଣ୍ଡବ ମୁମ୍ବାଇର ରେଳ ଷ୍ଟେସନ୍ ଛତ୍ରପତି ଶିବାଜୀ ଟର୍ମିନାଲ୍‌ରୁ ଆରମ୍ଭ କରିଥିଲେ। ସେଠାରେ ସେମାନେ ଆଖିବୁଜା ଗୁଳି ମାଡ଼ କରିବା ସହ ଗ୍ରେନେଡ଼ ଫୋପାଡ଼ି ଥିଲେ। ଏଥିରେ ୫୮ ଜଣ ଲୋକ ପ୍ରାଣ ହରାଇଥିଲେ। ଏହା ବ୍ୟତୀତ ଆତଙ୍କବାଦୀମାନେ ତାଜ୍ ହୋଟେଲ୍, ଓବରାୟ ହୋଟେଲ୍, ମେଟ୍ରୋ ସିନେମା, କାମା ହସ୍‌ପିଟାଲ ଓ ନରିମାନ ହାଉସ୍ ଭଳି ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ। ସହରର ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଯୋଗୁଁ ପ୍ରଥମେ ସେମାନଙ୍କ ସଂଖ୍ୟା ସଂପର୍କରେ କିଛି ଆକଳନ କରାଯାଇପାରି ନ ଥିଲା। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏନ୍‌ଏସ୍‌ଜି ପକ୍ଷରୁ ଅପରେସନ୍ ବ୍ଲାକ୍ ଟର୍ଣ୍ଣାଡୋ କରାଯାଇଥିଲା। ସେନାର ଗୁଳିରେ ସମସ୍ତ ଆତଙ୍କୀ ନିହତ ହୋଇଥିଲେ। ଅଜମଲ କସାବ ନାମକ ଜଣେ ଆତଙ୍କବାଦୀକୁ ଜୀବନ୍ତ ଧରାଯାଇଥିଲା। ତାକୁ ୨୦୧୨ ନଭେମ୍ବର ୨୧ ତାରିଖରେ ଫାଶୀ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story