ପାରୋଲରେ ଆସି ଅନସାରୀ ଫେରାର

ମୁମ୍ୱାଇ: ୧୯୯୩ ମସିହା ମୁମ୍ୱାଇ ବିସ୍ଫୋରଣ ମାମଲାରେ ଆଜୀବନ ସଜା କାଟୁଥିବା କିଏଦୀ ଜଲିସ ଅନସାରୀ ଗୁରୁବାର ଫେରାର ହୋଇଯାଇଛି। ପାରୋଲରେ ଆସିଥିବା ବେଳେ ସେ ଫେରାର ହୋଇଯାଇଛି। ଅନସାରୀ ମୁମ୍ୱାଇର ଅଗ୍ରୀପଡା ଥାନା ଅନ୍ତର୍ଗତ ମୋମିନପୁର ନିବାସୀ। ସେ ଆଜୀବନ ଜେଲ୍ ଦଣ୍ଡାଦେଶରେ ସଜା କାଟୁଛି। ମୁମ୍ୱାଇ ବ୍ୟତୀତ ଦେଶର ଅନେକ ସ୍ଥାନରେ ହୋଇଥିବା ବୋମା ବିସ୍ପୋରଣ ମାମଲାରେ ତା’ର ସଂପୃକ୍ତି ରହିଛି। ପୁଲିସ କହିଛି, ରାଜସ୍ଥାନ ସ୍ଥିତ ଆଜମେର କେନ୍ଦ୍ରୀୟ କାରଗାରାରୁ ଅନସାରୀ ୨୧ […]

doctor bomb

doctor bomb

Subhransu Sekhar
  • Published: Friday, 17 January 2020
  • Updated: 17 January 2020, 01:07 PM IST

Sports

Latest News

ମୁମ୍ୱାଇ: ୧୯୯୩ ମସିହା ମୁମ୍ୱାଇ ବିସ୍ଫୋରଣ ମାମଲାରେ ଆଜୀବନ ସଜା କାଟୁଥିବା କିଏଦୀ ଜଲିସ ଅନସାରୀ ଗୁରୁବାର ଫେରାର ହୋଇଯାଇଛି। ପାରୋଲରେ ଆସିଥିବା ବେଳେ ସେ ଫେରାର ହୋଇଯାଇଛି। ଅନସାରୀ ମୁମ୍ୱାଇର ଅଗ୍ରୀପଡା ଥାନା ଅନ୍ତର୍ଗତ ମୋମିନପୁର ନିବାସୀ। ସେ ଆଜୀବନ ଜେଲ୍ ଦଣ୍ଡାଦେଶରେ ସଜା କାଟୁଛି। ମୁମ୍ୱାଇ ବ୍ୟତୀତ ଦେଶର ଅନେକ ସ୍ଥାନରେ ହୋଇଥିବା ବୋମା ବିସ୍ପୋରଣ ମାମଲାରେ ତା’ର ସଂପୃକ୍ତି ରହିଛି।

ପୁଲିସ କହିଛି, ରାଜସ୍ଥାନ ସ୍ଥିତ ଆଜମେର କେନ୍ଦ୍ରୀୟ କାରଗାରାରୁ ଅନସାରୀ ୨୧ ଦିନ ପାଇଁ ପାରୋଲରେ ଆସିଥିଲା। ଶୁକ୍ରବାର ଜେଲକୁ ଫେରିବାର ଥିଲା। ହେଲେ ପାରୋଲ ନିୟମ ମୁତାବକ ଅନସାରୀକୁ ପ୍ରିତିଦିନ ଅଗ୍ରୀପଡା ଥାନାରେ ସକାଳ ୧୦ଟା ୩୦ରୁ ୧୨ଟା ମଧ୍ୟରେ ହାଜିରା ପକାଇବାର ଥିଲା। ହେଲେ ଗୁରୁବାର ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ପହଞ୍ଚିନଥିଲା। ପରେ ସେ ଚମ୍ପଟ ମାରିଥିବା ପୁଲିସ କହିଛି।
ଗୁରୁବାର ଅପରାହ୍ନରେ ଅନସାରୀର ୩୫ ବର୍ଷୀୟ ପୁଅ ଜୈଦ ଅନସାରୀ ଥାନାରେ ପହଞ୍ଚି ତା’ର ବାପାର କୌଣସି ଖୋଜ ଖବର ମିଳୁନି ବୋଲି କହିଥିଲା। ଥାନାରେ ଜୈଦର ଏତଲା ଅନୁଯାୟୀ ଅନସାରୀ ନମାଜ ପଢ଼ିବାକୁ ଯାଉଛି ବୋଲି ଘର ଲୋକଙ୍କୁ କହିଥିଲା। ହେଲେ ତା’ପରେ ସେ ଆଉ ଫେରିନଥିଲା। ଏବେ ମୁମ୍ୱାଇ ପୁଲିସ ଅନସାରୀକୁ ଖୋଜଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜଲିସ ଅନସାରୀ ଡକ୍ଟର ବମ୍ ଭାବରେ ଜଣାଶୁଣା। ଆତଙ୍କବାଦୀ ସଂଗଠନ ସିମି ଓ ହିଜବୁଲ ସହ ସେ ସାମିଲ୍ ଥିଲା ଏବଂ ତାଙ୍କୁ ବୋମା ତିଆରି ଶିଖାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story