ରାତିରେ ଖୋଲା ରହିବ ସପିଂ ମଲ୍, ସିନେମା ହଲ୍ ଓ ରେଷ୍ଚରାଣ୍ଟ

ମୁମ୍ୱାଇ: ଗୁଜରାଟର ଅହମଦାବଦ ସହର ଭଳି ମହାରାଷ୍ଟ୍ରର ମୁମ୍ୱାଇରେ ସପିଂ ମଲ୍, ସିନେମା ହଲ୍ ଏବଂ ରେଷ୍ଟୁରାଣ୍ଟ ଖୋଲା ରହିବ। ସାଧାରଣତନ୍ତ୍ର ଦିବସ ପାଖରୁ ପରୀକ୍ଷାମୂଳକ ଭାବରେ ମୁମ୍ୱାଇର କିଛି ସିନେମା ହଲ୍ ଏବଂ ସପିଂ ମଲ୍ ଖୋଲା ରହିବ। ମହାରାଷ୍ଟ୍ରର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି। ଯଦି ଅହମଦାବାଦରେ ୨୪ ଘଣ୍ଟିଆ ସିନେମା ହଲ୍, ରେଷ୍ଟୁରାଣ୍ଟ, ସପିଂ ମଲ୍ ଖୋଲାଯାଇପାରୁଛି ତା’ହେଲେ ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ କାହିଁକି ନୁହଁ ବୋଲି ସେ କହିଛନ୍ତି। […]

mall

mall

Subhransu Sekhar
  • Published: Saturday, 18 January 2020
  • Updated: 18 January 2020, 05:58 PM IST

ମୁମ୍ୱାଇ: ଗୁଜରାଟର ଅହମଦାବଦ ସହର ଭଳି ମହାରାଷ୍ଟ୍ରର ମୁମ୍ୱାଇରେ ସପିଂ ମଲ୍, ସିନେମା ହଲ୍ ଏବଂ ରେଷ୍ଟୁରାଣ୍ଟ ଖୋଲା ରହିବ। ସାଧାରଣତନ୍ତ୍ର ଦିବସ ପାଖରୁ ପରୀକ୍ଷାମୂଳକ ଭାବରେ ମୁମ୍ୱାଇର କିଛି ସିନେମା ହଲ୍ ଏବଂ ସପିଂ ମଲ୍ ଖୋଲା ରହିବ। ମହାରାଷ୍ଟ୍ରର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି। ଯଦି ଅହମଦାବାଦରେ ୨୪ ଘଣ୍ଟିଆ ସିନେମା ହଲ୍, ରେଷ୍ଟୁରାଣ୍ଟ, ସପିଂ ମଲ୍ ଖୋଲାଯାଇପାରୁଛି ତା’ହେଲେ ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ କାହିଁକି ନୁହଁ ବୋଲି ସେ କହିଛନ୍ତି।

ତେବେ ଆବାସିକ ସ୍ଥାନରେ ଏସବୁ ବ୍ୟବସାୟ ପ୍ରତିଷ୍ଠାନକୁ ଖୋଲିବାକୁ ଅନୁମତି ଦିଆଯିବନି। ଯେଉଁଠି ଲୋକମାନେ ରହୁଥିବେ ସେଠାରେ କିନ୍ତୁ ଏହି ସବୁ ବ୍ୟବସାୟିକ ପ୍ରତିଷ୍ଠାନକୁ ଖୋଲିବା ପାଇଁ ଅନୁମତି ଦିଆଯିବନି ବୋଲି ସେ କହିଛନ୍ତି।

ଯେଉଁଠାରେ ଏହି ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଥିବ ସେଠାରେ ସିସିଟିଭି ଏବଂ ପାର୍କିଂ ସୁବିଧା ରହିଛି କି ନାହିଁ ଦେଖିଲା ପରେ ସରକାର ଅନୁମତି ଦେବେ। ନରିମନ ପଏଣ୍ଟ, କାଲା ଘୋଡ଼ା ଏବଂ ବନ୍ଦ୍ର କୁର୍ଲା କମ୍ପଲେକ୍ସ ଆଦି ଅଞ୍ଚଳରେ ଥିବା ସପିଂ ମଲ୍, ସିନେମା ହଲ୍ ଏବଂ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ବିରୋଧୀ ବିଜେପି ଏହାକୁ ନେଇ ସମାଲୋଚନା କରିଛି। ସରକାର ନୀତି ନୈତିକତା ଭୁଲି ଯାଇଛି କି ବୋଲି ବିଜେପି କହିଛି। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ରହିଥାଏ। ତେଣୁ ପବ୍ ହାଉସ, ଡ୍ୟାନ୍ସ ବାର ଏବଂ ମଦ ବିକ୍ରି ଉପରେ ନିଷେଧାଶ ଜାରି ରହିଥାଏ। ହେଲେ ଏଭଳି ଦିନରେ ରାତିରେ ମଲ୍, ରେଷ୍ଟୁରାଣ୍ଟ, ହଲ୍ ଆଦି ଖୋଲି ଲୋକଙ୍କୁ କ’ଣ ଦେଖାଇବାକୁ ସରକାର ଚାହୁଁଛନ୍ତି ବୋଲି ବିଜେପି ନେତା ଆଶୀଷ ଶେଲାର ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story