୭ ମାସର ଶିଶୁକୁ ସ୍ତନ୍ୟପାନ କରାଉଥିବାବେଳେ ଗାଡ଼ି ସହ ମହିଳାଙ୍କୁ ଟେକିନେଲା ଟ୍ରାଫିକ୍ ପୋଲିସ: ଭିଡ଼ିଓ ଭାଇରାଲ୍

<p>ମୁମ୍ବାଇ(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ଅଭାବନୀୟ ଘଟଣା। ୭ ମାସର ଶିଶୁକୁ ସ୍ତନ୍ୟପାନ କରାଉଥିବାବେଳେ ଗାଡ଼ି ସହ ସଂପୃକ୍ତ ମହିଳାଙ୍କୁ ଟେକିନେଲା ଟ୍ରାଫିକ୍ ପୋଲିସ। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହାର ଭିଡିଓ ଭାଇରାଲ୍ ହୋଇଛି। ଏହା ମାଲାଡ୍ ୱେଷ୍ଟର ଘଟଣା ବୋଲି କୁହାଯାଉଛି। ଘଟଣା ଅନୁସାରେ, ପାର୍କିଂ ନିୟମ ଉଲଂଘନ କରିବା ଅଭିଯୋଗରେ ଗାଡ଼ିଟିକୁ ୨ଜଣ ଟ୍ରାଫିକ ପୋଲିସ କର୍ମଚାରୀ ଆସି ଗାଡ଼ି ସହ ନେଇଯାଇଥିଲେ। ତେବେ ଭିତରେ ମହିଳା ଓ ଶିଶୁ ଥିବା ଅବସ୍ଥାରେ ଗାଡ଼ି ଟେକିନିଆଯିବାକୁ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି। ମହିଳା ଜଣକ ଅସୁସ୍ଥ ଥିବାସହ ସେଠାରେ ଆଉ ୨ଟି ଗାଡ଼ି ଥିଲେ ମଧ୍ୟ ଜାଣିଶୁଣି ତାଙ୍କ ଗାଡ଼ିକୁ ପୋଲିସ ଟେକିନେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ମୁମ୍ବାଇ ଟ୍ରାଫିକ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।&nbsp; ଡିସିପି ୱେଷ୍ଟ ଏହାର ତଦନ୍ତ କରୁଛନ୍ତି ବୋଲି ମୁମ୍ବାଇ ଟ୍ରାଫିକ ଯୁଗ୍ମ କମିଶନର ଅମିତେଶ କୁମାର କହିଛନ୍ତି।</p> <p>&amp;nbsp;</p>

Ordigital Desk
  • Published: Saturday, 11 November 2017
  • Updated: 11 November 2017, 09:41 PM IST

Sports

Latest News

<p>ମୁମ୍ବାଇ(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ଅଭାବନୀୟ ଘଟଣା। ୭ ମାସର ଶିଶୁକୁ ସ୍ତନ୍ୟପାନ କରାଉଥିବାବେଳେ ଗାଡ଼ି ସହ ସଂପୃକ୍ତ ମହିଳାଙ୍କୁ ଟେକିନେଲା ଟ୍ରାଫିକ୍ ପୋଲିସ। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହାର ଭିଡିଓ ଭାଇରାଲ୍ ହୋଇଛି। ଏହା ମାଲାଡ୍ ୱେଷ୍ଟର ଘଟଣା ବୋଲି କୁହାଯାଉଛି। ଘଟଣା ଅନୁସାରେ, ପାର୍କିଂ ନିୟମ ଉଲଂଘନ କରିବା ଅଭିଯୋଗରେ ଗାଡ଼ିଟିକୁ ୨ଜଣ ଟ୍ରାଫିକ ପୋଲିସ କର୍ମଚାରୀ ଆସି ଗାଡ଼ି ସହ ନେଇଯାଇଥିଲେ। ତେବେ ଭିତରେ ମହିଳା ଓ ଶିଶୁ ଥିବା ଅବସ୍ଥାରେ ଗାଡ଼ି ଟେକିନିଆଯିବାକୁ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି। ମହିଳା ଜଣକ ଅସୁସ୍ଥ ଥିବାସହ ସେଠାରେ ଆଉ ୨ଟି ଗାଡ଼ି ଥିଲେ ମଧ୍ୟ ଜାଣିଶୁଣି ତାଙ୍କ ଗାଡ଼ିକୁ ପୋଲିସ ଟେକିନେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ମୁମ୍ବାଇ ଟ୍ରାଫିକ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।&nbsp; ଡିସିପି ୱେଷ୍ଟ ଏହାର ତଦନ୍ତ କରୁଛନ୍ତି ବୋଲି ମୁମ୍ବାଇ ଟ୍ରାଫିକ ଯୁଗ୍ମ କମିଶନର ଅମିତେଶ କୁମାର କହିଛନ୍ତି।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos