ମୋଦିଙ୍କ ଦୃଢ଼ ନେତୃତ୍ୱ ପାକିସ୍ତାନକୁ ଏକ ଘରିଆ କରିଦେଇଛି: ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍‌ଏସ୍‌)ର ୯୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରେ ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ସଂଘ ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,“ମୋଦି ସରକାର ଭଲ କାମ କରୁଛନ୍ତି। କିଛି ରାଷ୍ଟ୍ର ଭାରତର ଉନ୍ନତିକୁ ସହ୍ୟ କରିପାରୁ ନାହାନ୍ତି। ସେମାନେ ଆମ ପ୍ରଗତୀରେ ବାଧା ଦେବାକୁ ଅପଚେଷ୍ଟା କରୁଛନ୍ତି। ଏହା ସତ୍ତ୍ୱେ ଆମେ ଧୀରେ ଧୀରେ ଆଗକୁ ବଢ଼ୁଛୁ।” ସେ ଆହୁରି କହିଛନ୍ତି,“ମୀରପୁର, ମୁଜଫରାବାଦ୍‌ ଓ […]

bhagwat

bhagwat

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 04:06 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍‌ଏସ୍‌)ର ୯୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରେ ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ସଂଘ ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,“ମୋଦି ସରକାର ଭଲ କାମ କରୁଛନ୍ତି। କିଛି ରାଷ୍ଟ୍ର ଭାରତର ଉନ୍ନତିକୁ ସହ୍ୟ କରିପାରୁ ନାହାନ୍ତି। ସେମାନେ ଆମ ପ୍ରଗତୀରେ ବାଧା ଦେବାକୁ ଅପଚେଷ୍ଟା କରୁଛନ୍ତି। ଏହା ସତ୍ତ୍ୱେ ଆମେ ଧୀରେ ଧୀରେ ଆଗକୁ ବଢ଼ୁଛୁ।”

ସେ ଆହୁରି କହିଛନ୍ତି,“ମୀରପୁର, ମୁଜଫରାବାଦ୍‌ ଓ ଗିଲ୍‌ଗିଟ୍‌(ବାଲୁଜିସ୍ତାନ) ସହିତ ସମଗ୍ର କାଶ୍ମୀର ଆମର। ପାକିସ୍ତାନ କାଶ୍ମୀରରେ ଆତଙ୍କୀଗୋଷ୍ଠୀଙ୍କୁ ସମର୍ଥନ ଯୋଗାଉଛି। ସର୍ଜିକାଲ ଷ୍ଟ୍ରାଇକ୍‌ ସରକାରଙ୍କ ବହୁତ ଭଲ ପଦକ୍ଷେପ। ଭାରତୀୟ ସେନାର ସାହସିକତାର ପରିଚୟ ଦେଇଛନ୍ତି। ମୋଦିଙ୍କ ଦୃଢ଼ ନେତୃତ୍ୱ ପାକିସ୍ତାନକୁ ବିଶ୍ୱ ଦରବାରରେ ଏକ ଘରିଆ କରିଦେଇଛି।”

ଗୋ’ରକ୍ଷକଙ୍କୁ ଭଗବତ ସମର୍ଥନ କରିଛନ୍ତି। ଭାଗବତ କହିଛନ୍ତି, “ଗୋ’ ମାତାଙ୍କ ସୁରକ୍ଷା ପାଇଁ କାମ କରୁଥିବା ଲୋକ ଆଇନ୍‌ ଓ ସମ୍ୱିଧାନର ପରିଧି ମଧ୍ୟରେ ରହି କାମ କରିଥାନ୍ତି। ତେବେ କେତେକ ବିଶୃଙ୍ଖଳୀତ ଲୋକ ଗୋ’ ରକ୍ଷା ନାଁରେ ସମସ୍ୟା ସୃଷ୍ଟି କରୁଛନ୍ତି। ତେଣୁ ଏମାନଙ୍କୁ ପ୍ରକୃତ ଗୋ’ ସେବକଙ୍କଠାରୁ ଅଲଗା କରାଯିବା ଦରକାର।”

ଗୋ’ ରକ୍ଷା ପ୍ରସଙ୍ଗକୁ ନେଇ କିଛିମାସ ତଳେ ଦେଶରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ଗୋ’ ରକ୍ଷା ପ୍ରସଙ୍ଗରେ ହେଉଥିବା ହିଂସାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ଆଜିଠାରୁ ସଂଘର କର୍ମୀ ଓ ସ୍ୱେଚ୍ଛାସେବୀଙ୍କୁ ନୂଆ ଡ୍ରେସ୍‌ କୋଡ୍‌ରେ ଦେଖିବାକୁ ମିଳିଛି। ପୂର୍ବରୁ ସଂଘର ସଦସ୍ୟମାନେ ଖାକି ହାଫ୍‌ ପ୍ୟାଣ୍ଟ ସାଙ୍ଗକୁ ଧଳା ସାର୍ଟ ପିନ୍ଧୁଥିଲେ। ତେବେ ଆଜିଠାରୁ ଖାକି ବଦଳରେ ବାଦାମୀ ରଙ୍ଗର ଫୁଲ୍‌ ପ୍ୟାଣ୍ଟ ବ୍ୟବହାର ଆରମ୍ଭ ହୋଇଛି। ତେବେ ଧଳା ସାର୍ଟ ଅପରିବର୍ତ୍ତିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story