ଜାତୀୟ ଯୁଦ୍ଧ ସ୍ମାରକୀରେ ରହିବ ଗଲୱାନ ସହିଦଙ୍କ ନାଁ

ନୂଆଦିଲ୍ଲୀ: ଚାଇନା ସହ ସଂଘର୍ଷ କରି ଗଲୱାନ ଭ୍ୟାଲିରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କୁ ସମ୍ମାନୀତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସମସ୍ତ ସହିଦ ଯବାନଙ୍କ ନାଁ ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନିତ କରାଯିବ। ତେବେ ସମସ୍ତ ବୀର ଯବାନଙ୍କ ନାଁ ଯୁଦ୍ଧ ସ୍ମାରକୀରେ ସ୍ଥାନିତ ହେବା ପାଇଁ କିଛି ମାସର ସମୟ ଲାଗିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜୁନ୍‌ ୧୫ରେ ଗଲୱାନ ଭ୍ୟାଲିରେ ଭାରତ ଓ […]

dy

dy

Hemant Lenka
  • Published: Thursday, 30 July 2020
  • Updated: 30 July 2020, 04:27 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ସହ ସଂଘର୍ଷ କରି ଗଲୱାନ ଭ୍ୟାଲିରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କୁ ସମ୍ମାନୀତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସମସ୍ତ ସହିଦ ଯବାନଙ୍କ ନାଁ ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ଥାନିତ କରାଯିବ। ତେବେ ସମସ୍ତ ବୀର ଯବାନଙ୍କ ନାଁ ଯୁଦ୍ଧ ସ୍ମାରକୀରେ ସ୍ଥାନିତ ହେବା ପାଇଁ କିଛି ମାସର ସମୟ ଲାଗିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଜୁନ୍‌ ୧୫ରେ ଗଲୱାନ ଭ୍ୟାଲିରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଦୀର୍ଘ ୫ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ କେବେ ହେଲେ ଏଭଳି ସଂଘର୍ଷ ଦେଖାଯାଇ ନଥିଲା। ଏଥିରେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ବି ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ।

ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଚାଇନା ପୂର୍ବରୁ ହିଁ ଏଭଳି ଷଡ଼ଯନ୍ତ୍ର କରିଥିଲା ବୋଲି ଭାରତ ସରକାର କହିଥିଲେ।

ଚାଇନାର ଆକ୍ରମଣରେ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଭାରତର ଆକ୍ରମଣରେ ମଧ୍ୟ ୪୦ରୁ ୫୦ ଜଣ ଚାଇନିଜ୍‌ ଯବାନ ନିହତ ହୋଇଥିଲେ। କିନ୍ତୁ ଚାଇନା ଏହି ତଥ୍ୟ ଏଯାଏ ସାର୍ବଜନୀନ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story