ଚାଇନା ବର୍ଡର ଜଗିବ ୬୦୦ ଡ୍ରୋନ୍‌, ନଜରରେ ରହିବ ୧୦ କିମି. ପରିମିତ ଅଞ୍ଚଳ

ନୂଆଦିଲ୍ଲୀ: ଭାରତୀୟ ସେନା ଖୁବ୍‌ଶିଘ୍ର ୬୦୦ ଡ୍ରୋନ୍‌ କିଣିବାକୁ ଯାଉଛି । ଏଥିପାଇଁ ୯୫୦ କୋଟି ଟଙ୍କାର ବ୍ୟୟ ବରାଦ୍‌ ହେଉଛି । ୫ ହଜାର ମିଟର ଊର୍ଦ୍ଧ୍ୱକୁ ଉଡିପାରୁଥିବା ଏହି ଡ୍ରୋନ୍‌ଗୁଡିକୁ ଚାଇନା ସୀମାନ୍ତବର୍ତ୍ତି ଅଞ୍ଚଳରେ ନିୟୋଜିତ କରାଯିବ। ଯାହାକି ୧୦ କିମି ପରିମିତ ଅଞ୍ଚଳ ଉପରେ ନଜର  ରଖିବ । ଦେଶକୁ ଆତଙ୍କବାଦୀଙ୍କ କବଳକୁ ରେକ୍ଷା କରିବାକୁ ସେନା ଏଭଳି ପଦକ୍ଷେପ ନେବାକୁ ଯାଉଛି। ସମସ୍ତ ଆତଙ୍କି ଗତିବିଧି ଉପରେ ଏହି ଡ୍ରୋନ୍‌ ମାଧ୍ୟମରେ […]

drone-1-new_15103982

drone-1-new_15103982

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 08:45 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନା ଖୁବ୍‌ଶିଘ୍ର ୬୦୦ ଡ୍ରୋନ୍‌ କିଣିବାକୁ ଯାଉଛି । ଏଥିପାଇଁ ୯୫୦ କୋଟି ଟଙ୍କାର ବ୍ୟୟ ବରାଦ୍‌ ହେଉଛି । ୫ ହଜାର ମିଟର ଊର୍ଦ୍ଧ୍ୱକୁ ଉଡିପାରୁଥିବା ଏହି ଡ୍ରୋନ୍‌ଗୁଡିକୁ ଚାଇନା ସୀମାନ୍ତବର୍ତ୍ତି ଅଞ୍ଚଳରେ ନିୟୋଜିତ କରାଯିବ। ଯାହାକି ୧୦ କିମି ପରିମିତ ଅଞ୍ଚଳ ଉପରେ ନଜର  ରଖିବ ।

ଦେଶକୁ ଆତଙ୍କବାଦୀଙ୍କ କବଳକୁ ରେକ୍ଷା କରିବାକୁ ସେନା ଏଭଳି ପଦକ୍ଷେପ ନେବାକୁ ଯାଉଛି। ସମସ୍ତ ଆତଙ୍କି ଗତିବିଧି ଉପରେ ଏହି ଡ୍ରୋନ୍‌ ମାଧ୍ୟମରେ ନଜର ରଖାଯିବ । ୧୦କିମି ପରିମିତ ଅଞ୍ଚଳରେ ହେଉଥିବା ସମସ୍ତ ଗତିବିଧି ଉପରେ ନଜର ରଖିଥିବା ଏହି ଡ୍ରୋନ ନିୟମିତ ବ୍ୟବଧାନରେ ବାଟାଲିୟନ୍‌ କମାଣ୍ଡାରଙ୍କୁ ଫଟୋ ପଠାଇବ ।

ବର୍ଡର ପୋଷ୍ଟ ସମ୍ଭାଳୁଥିବା ଇନ୍‌ଫେଣ୍ଟ୍ରି ବାଟାଲିୟନ୍‌ ଓ ଅତଙ୍କବାଦ ନିରୋଧ ଅଭିଯାନରେ ସାମିଲ ରାଷ୍ଟ୍ରୀୟ ରାଇଫଲକୁ ଏହି ଡ୍ରୋନ ପ୍ରଦାନ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story